ସାଧାରଣତଃ ଲୋକେ ପରିବାରୁ ଚୋପା ବାହାର କରିଦିଅନ୍ତି । ହେଲେ ଏପରି କରିବା ଭୁଲ୍‌ । କାରଣ ପରିବା ଚୋପାରେ ଭିଟାମିନ ଏ, ସି, ଇ ଓ ଆଣ୍ଟିଅକ୍ସିଡାଣ୍ଟ ଭଳି ପୋଷକ ତତ୍ତ୍ୱ ରହିଛି ଯାହା ସ୍ୱାସ୍ଥ୍ୟ ପାଇଁ ବେଶ୍‌ ଉପଯୋଗୀ । ରସୁଣ ଓ ପିଆଜ ଚୋପାରେ ଫେନାଇଲପ୍ରୋପାନେଇଡ୍‌ ଆଣ୍ଟିଅକ୍ସିଡାଣ୍ଟ ରହିଛି । ଏହା ଏଜିଙ୍ଗ୍‌ ଓ କୋଲେଷ୍ଟ୍ରଲ କମ୍‌ କରିବା ସହ ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ ।

LEAVE A REPLY

Please enter your comment!
Please enter your name here