କେନ୍ଦ୍ରାପଡ଼ା, ୧୧ ଅପ୍ରେଲ : କେନ୍ଦ୍ରାପଡା ଲୋକସଭା ଆସନ ପାଇଁ ମୋଟ ୭ ଜଣ ପ୍ରାର୍ଥର୍ର୍ୀଥିବାବେଳେ ତିନୋଟି ମୁଖ୍ୟ ଦଳର ପାର୍ଥୀ ଙ୍କ ମଧ୍ୟରେ ତୀବ୍ର ପ୍ରତିଦ୍ୱନ୍ଦିତା ହେବାର ପୂର୍ବର୍ାଭାସ ମିଳିସାରିଛି । ୧୫ – କେନ୍ଦ୍ରାପଡା ଲୋକସଭା ଆସନ ପ।।ଇଁ ମୋଟ୍ ୯ ଜଣ ପ୍ରାର୍ଥର୍ର୍ୀ ସେମାନଙ୍କ ନାମାଙ୍କନ ପତ୍ର ଦାଖଲ କରିଥିବ।।ବେଳେ ରାଷ୍ଟ୍ରୀୟ ଇଣ୍ଡିପେଣ୍ଡେଂଟ ମୋର୍ଚ୍ଚର୍ର୍ର୍ାର ପାର୍ଥୀ ବିଶ୍ୱନାଥ ପ୍ରଧାନ ଓ ବହୁ ଜନ ସମ।।ଜ ପାର୍ଟର୍ର୍ିର ପ୍ରାର୍ଥର୍ର୍ୀ ପ୍ରଦୀପ ମଲ୍ଲିକଙ୍କ ନାମାଙଙ୍କନ ପତ୍ର୍ର ଯାଂଚରେ ନାକଚ ହୋଇଯାଇଛି । ଫଳରେ ବିଜେଡିି ପକ୍ଷରୁ ସିେ ନ ତାରକା ଅନୁଭବ ମହ।।ନ୍ତି, ଭାରତୀୀୟ ଜନତା ପ୍ରାର୍ଥର୍ର୍ର୍ୀରୁ ପୂର୍ବର୍ର୍ ସାଂସଦ ବେଜୟନ୍ତ ପଣ୍ଡା ଓ ଜାତୀୟ କଂଗ୍ରେସର ବରିଷ୍ଟ ଆଇନ୍ଜିବୀ ଧରଣୀଧର ନାୟକ ପ୍ରମୁଖ ୩ ଦଳର ପ୍ରାର୍ଥର୍ର୍ୀ ମୁଖ୍ୟ ପ୍ରତିଦ୍ୱନ୍ଦୀ ଭାବେ ନିର୍ବର୍ର୍ାଚନ ରଣାଙଙଙ୍ଗନରେ ଅବତୀଣ୍ଣର୍ଣର୍ର୍ର୍ ହୋଇଛନ୍ତି । ଅପରପକ୍ଷରେ ସମାଜବାଦୀ ପାର୍ଟର୍ର୍ି ପକ୍ଷରୁ ରବିନ୍ଦ୍ର ନାଥ ବେହେରା, କୃପା ପାର୍ଟର୍ର୍ିରୁ ଶ୍ରୀକାନ୍ତ ସାମଲ, ସ୍ୱାଧୀୀନପାର୍ଥୀ ଭ।।ବେ ସନ୍ତୋଷ କୁମାର ଦାସ ଓ ସନ୍ତୋଷ କୁମାର ପ।।ତ୍ର ମଧ୍ୟ ପ୍ରତିଦ୍ୱନ୍ଦିତ।।ରେ ଅବତୀର୍ଣ୍ଣ ହୋଇଛନ୍ତି । ତେବେ ଭୋଟରମାନଙଙ୍କ ମଧ୍ୟରେ ବିଜେଡି ବିଜେପି କଂଗ୍ରେସ ଦଳର ପ୍ରାର୍ଥର୍ର୍ର୍ୀମାନକୁ ନେଇ ତୀବ୍ର ପ୍ରତିଦ୍ୱନ୍ଦିତା ହେବ ବୋଲି ଏବେଠାରୁୁ ଜଣାପଡିଲାଣି । ଗୋଟିଏ ପଟରେ ଶିଳ୍ପପ୍ରତି ତଥା ପୂର୍ବର୍ର୍ତନ ସାଂସଦ ଅଭିଜ୍ଞ ବେଜୟନ୍ତ ପଣ୍ଡା ଅପରପକ୍ଷରେ ଜନପ୍ରିୟ ସିନେ ଅଭିନେତା ଅନୁଭବ ମହାନ୍ତି ଓ କେନ୍ଦ୍ରାପଡା ମାଟିର ପୁଅ ଧରଣୀଧର ନାୟକ ଏହି ତିନିଜଣ ପ୍ରତିଷ୍ଠିତ ଦଳରୁ ପ୍ରାର୍ଥର୍ର୍ର୍ୀ ହେ।।ଇଥିବାବେଳେ ନିଜ ନିଜର ବ୍ୟକ୍ତିତ୍ୱ ବଳରେ ଜନପ୍ରିୟ ଅଟନ୍ତି । ପୂର୍ବର୍ର୍ ସାଂସଦ ବୈଜୟନ୍ତ ଦ୍ୱିତୀୟଥର ପାଇଁ ପ୍ରାର୍ଥର୍ର୍ର୍ର୍ୀ ହୋଇଥିବାବେଳେ ଧରଣୀଧରଙଙଙ୍କୁ ଦ୍ୱିତୀୟ ଥର ପାଇଁ କଂଗ୍ରେସ ପ୍ରାର୍ଥର୍ର୍ର୍ୀ କରିଛି । ସେହିପରି ଅନ୍ୟ ପକ୍ଷରେ ରାଜ୍ୟସଭା ସାଂସଦ ଅନୁଭବ ପ୍ରଥମଥର ପାଇଁ କେନ୍ଦ୍ରାପଡାରେ ବିଜେଡି ପକ୍ଷରୁ ପ୍ରାର୍ଥର୍ର୍ୀ ହୋଇଛନ୍ତି । ଏହି ତିନିଦଳର ପ୍ର୍ରାର୍ଥର୍ର୍ୀ ଜିଲ୍ଲାର ବିକାଶକୁ ମୁଖ୍ୟ ଏଜେଣ୍ଡା କରି ଭୋଟର ମାନଙ୍କ ନିକଟକୁ ଯାଉଥିôବାବେଳେ ବୈଜୟନ୍ତ ନିଜର କାର୍ଯର୍ର୍୍ୟକାଳ ମଧ୍ୟରେ ନିର୍ବର୍ର୍ର୍ାଚନ ମଣ୍ଡଳୀ ଅନ୍ତର୍ଗର୍ତ ୭ ଟି ବିଧ।।ନସଭା କ୍ଷେତ୍ରରେ ୫୭ଗୋଟି ଓଭରହେଡ୍ ପ।।ଣିଟାଙ୍କି ଓ ୨୪ଟି ମିନି ଷ୍ଟାଡିୟମ୍ ଓ ୧୫ଟି ବହୁମୁଖୀ ଅ।।ଶ୍ରୟସ୍ଥଳ ନିଜସ୍ୱ ସାଂସଦ ପାଣ୍ଠି ଅନୁଦାନରେ ନିର୍ମର୍ାଣ କରାଇଥିôବା କହୁଛନ୍ତି । ସେହେିପରି ଦୀର୍ଘର୍ର୍ର୍ ବର୍ଷର୍ର୍ର୍ ହେଲା ପଡିରହିଥିବା ହରିଦାସପୁର- ପାରାଦୀପ ରେଳପଥ ନିିର୍ମର୍ର୍ାଣ କାର୍ଯର୍ର୍୍ୟକୁ ତ୍ୱରାନ୍ୱିତ କରାଇ ଏହାର ଅଗ୍ରଗତି ଘଟାଇଥିôବା ଦାବୀ କରୁୁଥିବାବେଳେ କଂଗ୍ରେସ ଦଳର ପ୍ରାର୍ଥର୍ର୍ର୍ର୍ୀ ଧରଣୀଧର ବିଜେଡି ସରକାରଙ୍କ ଅପାରଗତା ଜିଲ୍ଲ।। ପ୍ରତି ଅବହେଳା କୃଷି ଓ କୃଷକଙ୍କ ଉନ୍ନତି ଦିଗରେ ବାଧା ସୃ୍ଷ୍ଟିି କରୁୁଥିବା ବିଜେଡି ସରକାର ବିରୋଧରେ ଓ କେନ୍ଦ୍ରର ମୋଦି ସରକାର ବିରୋଧରେ ପ୍ରଚାର ଚଳାଇ ଭୋଟ୍ ହାସଲ କରିବା ପାଇଁ ଅଂଟା ଭିଡିଛନ୍ତିି । ୨୦୧୪ ମସିହାରେ ନବାଗତ ଧରଣୀଧର ପ୍ରଥମଥର ପାଇଁ ପ୍ରାର୍ଥର୍ର୍ି ହୋଇ ପ୍ରାୟ ୪ ଲକ୍ଷ ମତଦାତାଙ୍କ ମନ ଜିଣିପାରିଥିôଲେ । ଏଥର ମଧ୍ୟ ନିର୍ବର୍ର୍ର୍ାଚନ ଯୁଦ୍ଧରେ ବିଜୟୀ ହେବେବୋଲି ଆଶା ରଖିଛନ୍ତି । ସେହିଭଳି ସିନେ ତାରକା ଅନୁଭବ ନିଜର ଲୋକପ୍ରିୟତା ବଳରେ ଯୁବଗୋଷ୍ଠୀ ମଧ୍ୟରେ ଆବେଗ ସୃଷ୍ଟି କରି ଭୋଟରମାନଙ୍କୁ ଆକର୍ଷର୍ର୍ର୍ିତ କରିପାରୁଥିôବ।। ଦେଖାଯାଉଛି । ଏହାସହ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା ଓ ଜିଲ୍ଲା ବିଜେଡି ଦଳର ସାଙ୍ଗଠନିକ କୌଶଳ ବଳରେ ଚଳିତ ନିର୍ବର୍ାଚନ ସହଜରେ ଜିତିବେ ବୋଲି ଆଶା ରଖିଛନ୍ତିି । ତେବେ ଏହି ତିନି ଦଳର ପ୍ରାର୍ଥର୍ର୍ର୍ୀ ଚଳିତ ନିର୍ବର୍ର୍ାଚନରେ ତୀବ୍ର ପ୍ରତିଦ୍ୱନ୍ଦିତ।।ର ସମ୍ମୁୁଖୀନ ହେବେ । ପ୍ରତ୍ୟେକ ନିଜ ନିଜ କ୍ଷେତ୍ରରେ ପ୍ରତିଷ୍ଠିତ ଓ ପ୍ରଭାବଶାଳୀ ହୋଇଥିବାବେଳେ ଭେ।।ଟରମାନେ ବିକାଶ କାର୍ଯର୍ର୍୍ୟକ୍ରମକୁ ଆଖିô ଆଗରେ ରଖି ନିଜର ସାମ୍ବିାଧାନିକ ଅଧିକାର ଚଳିତ ମାସ ୨୯ ତାରିଖରେ ସାବ୍ୟସ୍ତ କରିବେ ତେବେ ଏ ୩ ଜଣ ପ୍ରଭାବଶାଳୀ ବ୍ୟକ୍ତି ମଧ୍ୟରେ କିଏ ବିଜୟୀ ହେବ ତାହା ଭବିଷ୍ୟତ କହିବ । ଚଳିତ ନିର୍ବର୍ର୍ର୍ାଚନରେ କେନ୍ଦ୍ରାପଡା ଲୋକସଭା ଆସନ ଅନ୍ତର୍ଗତ ୧୬ ଲକ୍ଷ ୭୧ ହଜାର ୩ଶହ ୮୬ ଜଣ ମତଦାତା ସେମାନଙ୍କ ଅଧିକାର ସାବ୍ୟସ୍ତ କରିିବେ ।

LEAVE A REPLY

Please enter your comment!
Please enter your name here