ଇସ୍ରାଏଲ୍ :  ଇସ୍ରାଏଲ୍‌ର ଜଣେ ବ୍ୟକ୍ତି ଏକ ମାସ୍କ ଉଦ୍ଭାବନ କରିଛନ୍ତି ଯାହା ହାତ ରିମୋଟ୍‌ରେ ପରିଚାଳିତ ହୁଏ ଏବଂ ଚାମଚ କି ଫର୍କ ମୁହଁ ପାଖକୁ ଆସିଲେ ଆପେ ଆପେ ପାଟି ପାଖରୁ ମାସ୍କଟି ଖୋଲିଯାଏ । ଏହା ଦ୍ୱାରା ମାସ୍କ ମୁହଁରୁ ନ ଖୋଲି ଖାଦ୍ୟ ଖାଇ ହେବ । ମୁଖ୍ୟତଃ ହୋଟେଲ୍‌ ତଥା ରେସ୍ତୋରାଁରେ ମାସ୍କ ନ ଖୋଲି ଭାଇରସରୁ ସୁରକ୍ଷିତ ରହି ଖାଦ୍ୟ ଖାଇବା ଉଦ୍ଦେଶ୍ୟରେ ଏହାକୁ ବିକଶିତ କରାଯାଇଛି । ଆଇସ୍‌କ୍ରିମ୍‌ ତଥା ତରଳ ଖାଦ୍ୟ ପାଇଁ ଏ ମାସ୍କ ଅସୁବିଧା ସୃଷ୍ଟି କରିପାରେ କିନ୍ତୁ ଅନ୍ୟ ଖାଦ୍ୟ ପଦାର୍ଥ  ସହଜରେ ଖାଇ ହେବ । ଟ୍ରାଏଲ୍‌ ପରେ ମାସକ ମଧ୍ୟରେ ମାସ୍କ ଉକ୍ସଊାଦନ କରାଯିବ ।

LEAVE A REPLY

Please enter your comment!
Please enter your name here