କୁଆଖିଆ : ରସୁଲପୁର ବ୍ଲକ  ଅଂଚଳର ଖଣ୍ଡାସ  ଓ ଲଙ୍କା ବାଲି ସାହୀ ଠାରେ ସୃଷ୍ଟି ହୋଇଥିବା ବ୍ରାହ୍ମଣୀ ନଦୀର ଘାଇକୁ ଆଜି କେନ୍ଦ୍ରିୟ ଟିମ ସଦସ୍ୟଙ୍କ ସହ ଜିଲ୍ଲା ପ୍ରଶାସନର ଅଧିକାରୀ ମାନେ ସାମିଲ ହୋଇ କ୍ଷୟକ୍ଷତିର ଆକଳନ କରିଛନ୍ତି । ଏଥିରେ ଗୃହ ମନ୍ତ୍ରଣାଳୟର ଯୁଗ୍ମ ସଚିବ ପ୍ରବିଣ ବଶିଷ୍ଟଙ୍କ ନେତୃତରେ କୃଷି ଜଳ ସମ୍ପଦ ଗ୍ରାମ୍ୟ ଉନ୍ନୟନ ଓ ଅର୍ଥମନ୍ତ୍ରଣାଳୟର ସଦସ୍ୟଙ୍କ ସହ ଅତିରିକ୍ତ ଜିଲ୍ଲାପାଳ ଅକ୍ଷୟ କୁମାର ମଲ୍ଲିକ,ପିଡି ଇନ୍ଦ୍ରମଣି ନାୟକ,ରସୁଲପୁର ତହସିଲ ଦାର ଜ୍ୟୋତିକାନ୍ତ ଭୁଜବଳ,ବିଡିଓ ଆଦି ଅଧିକାରୀ ମାନେ କ୍ଷୟକ୍ଷତି ବୁଲି ଆକଳନ କରି ରିପୋର୍ଟ ପ୍ରଦାନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here