କୁଆଖିଆ : ରସୁଲପୁର ବ୍ଲକ  ଅଂଚଳର ମୁଗୁପାଳ ୟୁଏନଏସ କଲେଜରେ  ଆଜି କୋଭିଡ ପାଇଁ ଆଂଟିଜେନ ପଦ୍ଦତିରେ ୮୧ ଜଣଙ୍କର ସ୍ୱାବ ଟେଷ୍ଟ କରାଯାଇଥିଲା । ଏହା  ଛଡା ଆରଟିପିସିଆର ପଦ୍ଦତିରେ ୯ ଜଣଙ୍କର ସ୍ୱାବ ନମୁନା ପରୀକ୍ଷା ପାଇଁ ପଠାଯାଇଛି । ସେଥିରୁ ୬ ଜଣଙ୍କର କରୋନା ପଜିଟିଭ ଚିହ୍ନଟ ହୋଇଛି ।

ସିସିଏଚରେ ଜଣଙ୍କୁ ଏନସି କୋଭିଡ ସେଣଂଟର କୁ ଜଣଙ୍କୁ ଏବଂ ୪ଜଣଙ୍କୁ  ହୋମ ଆଇସୋଲେସନରେ ଛଡାଯାଇଥିବା ଜଣାପଡିଛି । ଏଥିରେ   ରସୁଲପୁର  ତହସିଲଦାର ଜ୍ୟୋତି କାନ୍ତ ଭୁଜବଳ ଓ  ଡାକ୍ତର ବିଶ୍ୱରଂଜନ କର  ଡଃ ବସନ୍ତ କୁମାର ପଣ୍ଡା ଓ ସୁପର ଭାଇଜର ଅଶୋକ ବୋଇତାଇ ଓ ଅନ୍ୟାନ୍ୟ ମେଡିକାଲ  ଅଧିକାରୀ ବୃନ୍ଦ  ଉପସ୍ତିତ ଥିଲେ ।

LEAVE A REPLY

Please enter your comment!
Please enter your name here