କୋଣାର୍କ :  ନୂତନ ଜ୍ଞାନ କୌଶଳରେ ନିର୍ମିତ ପ୍ରଥମ ଥର ପାଇଁ ରିଡ଼ ଟେକନୋଲୋଜି ବ୍ୟବହାର ରେ  କୋଣାର୍କ, ଚନ୍ଦ୍ରଭାଗା ଓ ରାମଚଣ୍ଡୀ ମୁହାଁଣ ସୁଟିଂ ଚାଲିଛି ଓଡ଼ିଆ ମନୋରଞ୍ଜନ ଚଳଚିତ୍ର ଡାଲଚିନି । ମୁମ୍ବାଇ ର ପ୍ରଖ୍ୟାତ କ୍ୟାମେରା ମ୍ୟାନ ଯୁଧିଷ୍ଠିର ବେହେରା ,ଶିଶିର କୁମାର ସାହୁ ଓ ପିନାକୀ ସିଂ ଙ୍କ ନିର୍ଦ୍ଦେଶନା ରେ ଏହାର ସୁଟିଂ ଯାରିରହିଛି ।ଏହି ଚଳଚିତ୍ର ର ମୁଖ୍ୟ ଅଭିନେତା ଭୂମିକାରେ ପାର୍ଥସାରଥୀ ଓ ଅଭିନେତ୍ରୀ ଭୂମିକାରେ ସୂର୍ଯ୍ୟମୟୀ ଥିବା ବେଳେ ଫିଲ୍ମି ର ପ୍ରଯୋଜକ  ହେଉଛନ୍ତି  ଅତିଶ କୁମାର ରାଉତ ଏହି ସିନେମାଟିର ଅବଧି ରହିଛି ୨.୩୦ମିନିଟ ଏହା ମୁଖ୍ୟତଃ ପୁରୀ କୋଣାର୍କ ଓ ଭୁବନେଶ୍ୱର ଭଳି ଦର୍ଶନୀୟ ସ୍ଥାନକୁ ନେଇ ପ୍ରଯୋଜନା ସଂସ୍ଥା ତାର ସୁଟିଂ ଯାରିରଖିଛି ।

LEAVE A REPLY

Please enter your comment!
Please enter your name here