ଖଇରା-୦୪/୦୯ : ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ଅଧୀନ ନନ୍ଦୁର ପଞ୍ଚାୟତରେ ମଙ୍ଗଳବାର ଦିନ ବିଜେଡିର ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ବିଜେଡିର ବ୍ଲକ ସାଧାରଣ ସମ୍ପାଦକ ପ୍ରହଲ୍ଲାଦ ପତି ପୌରୋହିତ୍ୟ କରିଥିଲେ । ପ୍ରଥମେ ଦଳର ସାଙ୍ଗଠନିକ କାର୍ଯ୍ୟଧାରା ଉପରେ ଆଲୋଚନା କରାଯାଇଥିଲା ।

ପରେ ଏହି ପଞ୍ଚାୟତର ୩ନମ୍ବର ୱାର୍ଡର ମମତା ବେହେରା,ନରହରି ବେହେରା,କୈଳାସ ଚନ୍ଦ୍ର ବେହେରା,ରମେଶ ବେହେରା,ହୃଷିକେଶ ବେହେରା,ଶମ୍ଭୁନାଥ ବେହେରା,କରୁଣାକର ବେହେରା ପ୍ରମୁଖ ଅନ୍ୟଦଳ ଛାଡି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତଥା ପର୍ଯ୍ୟଟନ ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେଡିର ସଦସ୍ୟତା ଗ୍ରହଣ କରିଥିଲେ

LEAVE A REPLY

Please enter your comment!
Please enter your name here