କେନ୍ଦୁଝର : କେନ୍ଦୁଝରରେ ୬ଟି କୋରନା ପଜିଟିଭ୍କେଶ୍ଜଣାପଡିଥିବାଜିଲ୍ଲାସୂଚନାଲୋକସମ୍ପର୍କ ଅଧିକାରୀସୂଚନା ଦେଇଛନ୍ତି । ତନ୍ମଧ୍ୟରୁ ତାମିଲନାଡୁ ଲିଙ୍କ୍ ୩ ଜଣ, ମହାରାଷ୍ଟ୍ର ଲିଙ୍କ୍ ଜଣେ, କର୍ଣ୍ଣାଟକ ଲିଙ୍କର ଜଣେଏବଂ ଅନ୍ୟ ଜଣକ ସ୍ଥାନୀୟ ଯୋଗାଯୋଗ ହୋଇଥଇବା ବେଳେ ଯିଏକି ଆଚାର୍ଯ୍ୟ ହରିହର କ୍ୟାନ୍ସର ମେଡିକାଲରେ ୧୬ ଜୁନ୍ର ଚିକିତ୍ସ୍ୟା ଧିନ ଥିବାବେଳେ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

ତେବେ ଜିଲ୍ଲା ପ୍ରଶାସନର ଅଧିକାରୀମାନେ ନିଜର ସୁରକ୍ଷା ପାଇଁ ଯେତେ ଚିନ୍ତିତ ଜନସାଧାରଣଙ୍କ ସୁରକ୍ଷା ପାଇଁ ସେତିକି କାର୍ଯ୍ୟକ୍ଷମ ଥିବା ଅନୁମାନ କରାଯାଉ ନାହିଁ ଅନେକ ସମୟରେ କ୍ୱାରେଣ୍ଟାଇନ୍ ଣ୍ଟରଗୁଡିକ ଏବଂ ଟି.ଏମ୍.ସି.ର ଅବସ୍ଥା ଦୁର୍ଭାଗ୍ୟ ଜନକ । ମୁଖ୍ୟମନ୍ତ୍ରୀଙ୍କ ଆଶିର୍ବାଦ ରେ ଜିଲ୍ଲାର କେତେକ ସରପଂଚ ନିଷ୍ଠାର ସହିତ କାର୍ଯ୍ୟ କରୁଥିବାବେଳେ ସ୍ୱାମୀଙ୍କ ଇଙ୍ଗିତରେ ଚାଲୁଥିବା ସରପଂଚମାନଙ୍କ କ୍ଷେତ୍ରରେ ତାହାର ବ୍ୟତିକ୍ରମ ଦେଖାଯାଏ ।

LEAVE A REPLY

Please enter your comment!
Please enter your name here