କେନ୍ଦ୍ରାପଡା :  କେନ୍ଦ୍ରାପଡାର ଯୁବନେତା ସମ୍ବିତ୍ ଶ୍ରୀଚନ୍ଦନଙ୍କୁ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ସାମାଜିକ ଗଣ ମାଧ୍ୟମ ବିଭାଗର ସାଧାରଣ ସଂପାଦକ ଭାବେ ନିଯୂକ୍ତ କରାଯାଇଛି ।

ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ ଙ୍କ ସୁପାରିସ କ୍ରମେ ସାମାଜିକ ଗଣ ମାଧ୍ୟମର ରାଜ୍ୟ ପ୍ରଭାରି ଅଭିଷେକ ମହାନନ୍ଦ ତାଙ୍କୁ ନିଯୁକ୍ତି ଦେଇଛନ୍ତି ।

ଏଥିପାଇଁ ସମ୍ବିତ୍ ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା, ପୂର୍ବତନ ବିଧାୟକ ଦେବେନ୍ଦ୍ର ଶର୍ମା, ଅଂଶୁମାନ ମହାନ୍ତି, ଚିନ୍ମୟ ବେହୁରା ଓ ଅଖିଳ ଭାରତ କଂଗ୍ରେସ କମିଟିର ସାମାଜିକ ଗଣ ମାଧ୍ୟମ ପ୍ରଭାରୀକୁ କୃରଗ୍ଧ ୠଙ୍କଦ୍ଭମଗ୍ଧସକ୍ଟଦ୍ଭ ଟ୍ଟ ତତା ଜଣାଇଛନ୍ତି ।

LEAVE A REPLY

Please enter your comment!
Please enter your name here