ଭୁବନେଶ୍ୱର,୨ା୧୨ : ୧୯୮୫ ବ୍ୟାଚ୍‌ ଓଡ଼ିଶା କ୍ୟାଡ଼ର ଆଇଏଏସ୍‌ ଗଗନ କୁମାର ଧଳ ଗତକାଲି ଆନୁଷ୍ଠାନିକ ଭାବେ ସରକାରୀ ଚାକିରିରୁ ସେ୍ୱଚ୍ଛାକୃତ ଅବସର ନେଇଛନ୍ତି । ସେ ଆସନ୍ତାମାସରେ ସରକାରୀ ଚାକିରିରୁ ଅବସର ନେଇଥାନ୍ତେ । ଶ୍ରୀ ଧଳ ଗତ ଅଗଷ୍ଟ ମାସରେ ସରକାରୀ ଚାକିରିରୁ ସେ୍ୱଚ୍ଛାକୃତ ଅବସର ନେବା ପାଇଁ ଚାହିଁଥିଲେ ମଧ୍ୟ ସେତେବେଳେ ସରକାର ତାଙ୍କର ଆବେଦନକୁ ଅଗ୍ରାହ୍ୟ କରିଥିଲେ ତାଙ୍କୁ ବୁଝାସୁଝା କରି ଓଡ଼ିଶା ବନ ଉନ୍ନୟନ ନିଗମର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଥିଲେ ।

LEAVE A REPLY

Please enter your comment!
Please enter your name here