ଗଞ୍ଜାମ:ପେଟ୍ରୋଲ ଓ ଡିଜେଲ ର ଅହେତୁକ ଦରବୃଦ୍ଧି ରେ ଗଞ୍ଜାମ ଅଞ୍ଚଳରେ ସି ପି ଏମ ପକ୍ଷରୁ ପ୍ରତିବାଦ କରାଯାଇଛି। ସ୍ଥାନୀୟ ସି ପି ଏମ ନେତା ଦିଲୀପ କୁମାର ଛୋଟରାୟ ଙ୍କ ନେତୃତ୍ୟରେ ଗଞ୍ଜାମ ବ୍ଲକ ର ଲକ୍ଷ୍ମୀପୁର ଓ ଗଞ୍ଜାମ ସହର ବାଇପାସ ନିକଟରେ ପ୍ରତିବାଦ କରାଯାଇଛି।ଧର୍ମରାଜ ସ୍ୱାଇଁ,ସୁଜିତ ବେହେରା,ତ୍ରିଲୋଚନ ପ୍ରଧାନ,ସତୀଶ ସ୍ୱାଇଁ,ମନୋଜ ,ଶ୍ରୀଧର,ଗଙ୍ଗା ପ୍ରମୁଖ ଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ।
ସେହିପରି ଖଣ୍ଡଦେଉଳି ଠାରେ ସି ପି ଏମ ନେତା ରାମଚନ୍ଦ୍ର ନାୟଙ୍କ ଙ୍କ ନେତୃତ୍ୟୁରେ ପ୍ରତିବାଡ଼ କରାଯାଇଥିଲା।

LEAVE A REPLY

Please enter your comment!
Please enter your name here