ଭୁବନେଶ୍ୱର : ନନ୍ଦନକାନନରେ ମୃତ୍ୟୁବରଣ କରିଥିବା ଦନ୍ତାହାତୀ ଚନ୍ଦନର ରକ୍ତ ନମୂନା ପରୀକ୍ଷା ପାଇଁ ଉତରପ୍ରଦେଶ ଓ ପୁନେକୁ ପଠାଯିବ । ଏହାର ପ୍ରତିକାର ପାଇଁ କେରଳ ଏବଂ ଆସାମରୁ ବିଶେଷଜ୍ଞ ମାନଙ୍କୁ ଅଣାଯାଇ ସେମାନଙ୍କ ପରାମର୍ଶ ନିଆଯିବ । ହରପିକର ଭୂତାଣୁ ଆକ୍ରାନ୍ତ ହେବା ସମ୍ଭାବନା ଥିବାରୁ ନନ୍ଦନ କାନନରେ ଥିବା ହାତୀମାନଙ୍କୁ ଭିନ୍ନ ଭିନ୍ନ ଖୁଆଡ଼ରେ ରଖାଯିବ ବୋଲି ନନ୍ଦନ କାନରର ନିର୍ଦ୍ଦେଶକ ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here