ଆଗକୁ ଆସୁଛି ଆଲୋକର ପର୍ବ ଦୀପାବଳୀ । ଘର ସାଜସଜ୍ଜା ଠାରୁ ଆରମ୍ଭ କରି ନୂଆ ଡ୍ରେସ୍‍, ବିଭିନ୍ନ ପ୍ରକାରର ମିଠା ଆଦିର ପ୍ରସ୍ତୁତି ଚାଲିଛି । ଏସବୁ ପ୍ରସ୍ତୁତି ମଧ୍ୟରେ କେହି କେବେ ନିଜ କେଶ କଥା ଚିନ୍ତା କରି ନ ଥାନ୍ତି । ଦୀପାବଳୀ ପ୍ରଦୂଷଣ କେବଳ ତ୍ୱଚା ଉପରେ ପ୍ରଭାବ ପକାଏ ତା’ ନୁହେଁ ବରଂ କେଶ ଉପରେ ବି ପ୍ରଭାବ ପକାଏ ।
.ଭଲ ସାମ୍ପୁ ବ୍ୟବହାର କରିବା ଦରକାର ।
. ଉକ୍ତ ଦିନ କେଶ ଖୋଲା ନ ଛାଡି ବିଭିନ୍ନ ପ୍ରକାରର ବେଣୀ ହେୟାର ଷ୍ଟାଇଲ୍‍ କରନ୍ତୁ । ଏହା ଦ୍ୱାରା କେଶ ଉଡି ନ ଥାଏ କି ଶୁଷ୍କ ହୋଇ ନ ଥାଏ ।
. ପ୍ରଦୂଷଣରୁ କେଶକୁ ରକ୍ଷା କରିବା ଲାଗି ପ୍ରୋଟେକସନ୍‍ ସିରମ୍‍ ବ୍ୟବହାର କରନ୍ତୁ ।
. କିଛି ହେୟାର-ସ୍ପା ଟି୍ରଟ୍‍ମେଣ୍ଟ୍‍ ଆପଣାନ୍ତୁ । ଏହା ଦ୍ୱାରା କେଶ ସ୍ମୁଥ୍‍, ସାଇନି ଓ ହେଲଥି ରହିବ ।

LEAVE A REPLY

Please enter your comment!
Please enter your name here