ଧର୍ମଶାଳା:ସରକାରୀ ତଥ୍ୟ ଅନୁସାରେ ଧର୍ମଶାଳା ବ୍ଲକକୁ ଗରୁବାର   ସୁଧା ୧୨୯୭ ଜଣ ପ୍ରବାସୀ ଓଡିଆ ଫେରିଥିବା ଜଣାଯାଇଛି । ଏମାନଙ୍କ ମଧ୍ୟରେ ୮୧ଜଣ ମହିଳା ଥିଲା ବେଳେ ୩୮ଜଣ ଛୋଟ ପିଲା ରହିଛନ୍ତି ।

ଏହି ବ୍ଲକକୁ ସର୍ବାଧିକ ୩୨୫ଜଣ ତେଲେଙ୍ଗାନାରୁ ଫେରିଥିବା ବେଳେ ତାମିଲନାଡୁରୁ ୨୩୪,ଗୁଜୁରାଟରୁ ୨୦୪,ଆନ୍ଧ୍ରପ୍ରଦେଶରୁ ୧୧୭,କର୍ଣ୍ଣାଟକରୁ ୧୩୪,ପଶ୍ଚିମବଙ୍ଗରୁ ୭୭ ଓ ମହାରାଷ୍ଟ୍ରରୁ ୧୦୬ଜଣ,ଛତିଶଗଡରୁ ୯ ଜଣ,ଝାଡଖଣ୍ଡରୁ ୮ଜଣ,ଉତ୍ତରପ୍ରଦେଶରୁ ୮ ଜଣ,କେରଳରୁ ୫ଜଣ ,ବିହାରରୁ ୩ଜଣ,ଗୋଆରୁ ୪୯ଜଣ,ଦିଲ୍ଲିରୁ ୧୦ଜଣ,ମଧ୍ୟପ୍ରଦେଶରୁ ୨ଜଣ,ରାଜସ୍ଥାନରୁ ୨ଜଣ,ହରିଆନାରୁ ୨ଜଣ ,ଦାମନ ଡିୟୁରୂୁ  ୨ଜଣ ମୋଟ ୧୨୯୭ ଜଣ ପ୍ରବାସୀ ଫେରିଛନ୍ତି ।  ଏମାନଙ୍କୁ ବିଚିନ୍ନ ପଞ୍ଚାୟତରେ ସରକାରୀ ସଂଙ୍ଗରୋଧ କେନ୍ଦ୍ରରେ ରଖାଯାଇଥିବା ଧର୍ମଶାଳା ବିଡିଓ ସ୍ମିତା ରଥ ସୂଚନା ଦେଇଛନ୍ତି । ସଙ୍ଗରୋଧ କେନ୍ଦ୍ରରେ ଥିବା ପ୍ରବାସୀମାନଙ୍କରୁ ରଖାଯାଇଛି ।

LEAVE A REPLY

Please enter your comment!
Please enter your name here