ଡେଲାଙ୍ଗ-ଦୟା ଓ ଲୁଣା ନଦୀରେ ବନ୍ୟା ପାଣି ଆସି ଡେଲାଙ୍ଗ ବ୍ଲକର ୧୪ଟି ଗ୍ରାମ ପଂଚାୟତ ଜଳବନ୍ଦୀ ହୋଇ ରହିଥିଲା । ଡେଲାଙ୍ଗ ବ୍ଲକର କଲ୍ୟାଣପୁର,ସିଂହବ୍ରହ୍ମପୁର,ଚାଇଁପୁର ଓ ରାଢୁଅ ଆଦି ଜଳବନ୍ଦୀ ଘେରରେ ଥିବା ବିପନ୍ନ ମାନଙ୍କୁ ଯୁକ୍ତାମୁଖି ଚାରୀ ଟେବୁଲ ଟ୍ରଷ୍ଟ ପକ୍ଷରୁ ଶୁଖିଲା ଖାଦ୍ୟ ଚୁଡା,ମୁଢି,ବିସ୍କୁଟ,ଚିନ.ପାଣି ଆଦି ବଣ୍ଟନ କରାଯାଇଛି । ଟ୍ରଷ୍ଟର ସଦସ୍ୟ ଶ୍ରୀୟସ୍ମିତା ପଣ୍ଡା,ଗୀତାରାଣୀ ବେହେରା,ମିଟୁ ମାହାରଣା,ସୋନମ ପଲେଇ ମାନଙ୍କ ସହିତ ଗ୍ରାମବାସୀ ମାନେ ଏହି ରିଲିଫ୍ ବଣ୍ଟନରେ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here