ଭୁବନେଶ୍ବର : ଆଜି ମଧ୍ୟାହ୍ଣରେ ରାଜଧାନୀର ଏକ ତାରକା ହୋଟେଲରେ ସାମ୍ବାଦିକ ସମ୍ମିଳନୀରେ ବିଧିବଦ୍ଧ ଭାବେ ନୂଆ ଦଳର ଗଠନ ବିଷୟରେ ଘୋଷଣା କରିଛନ୍ତି ବରିଷ୍ଠ ବିଧାୟକ ଡା. ଦାମୋଦର ରାଉତ। ତାଙ୍କ ନୂଆ ଦଳର ନାଁ ବିଜୁ ସମତା କ୍ରାନ୍ତି ଦଳ ରହିବ ବୋଲି ଗଣମାଧ୍ୟମକୁ ଜଣାଇଛନ୍ତି ଦାମ । ନିଜକୁ ବିଜୁ ଅନୁଗତ କହି ଆସୁଥିବା ଦାମ ବିଜୁଙ୍କ ନାମ ଅନୁସାରେ ଦଳ ଗଠନ କରିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ତାଙ୍କ ସହ ବ୍ରଜ କିଶୋର ତ୍ରିପାଠୀ ଏବଂ ତେବେ ଯଜ୍ଞେଶ୍ବର ବାବୁ ଉପସ୍ଥିତ ଅଛନ୍ତି।

nalco

LEAVE A REPLY

Please enter your comment!
Please enter your name here