Wednesday, November 13, 2019

ଦ୍ୱିତୀୟ ପର୍ଯ୍ୟାୟ ପଲ୍ସ ପୋଲିଓ ଚଳିତ ମାସ ୧୭, ୧୮, ୧୯ ରେ

ଯାଜପୁର  : ଯାଜପୁର ଜିଲ୍ଳ୍ାରେ ଦ୍ୱିତୀୟ ପର୍ଯ୍ୟାୟ ପଲ୍ସ ପୋଲିଓ କାର୍ଯ୍ୟକ୍ରମ ମେ ୧୭ ରୁ ୧୯ ତାରିଖ ୩ ଦିନ ପର୍ଯ୍ୟନ୍ତ ଚାଲୁ ରହିବ । ସେହିପରି ମିଶନ ଇନ୍ଦ୍ରଧନୁଷ ର...

ଯାଜପୁର ଅତିରିକ୍ତ ଜିଲ୍ଳ୍ାପାଳଙ୍କ ଯୋଗଦାନ

ଯାଜପୁର : ଯାଜପୁରର ନୂତନ ଅତିରିକ୍ତ ଜିଲ୍ଳ୍ାପାଳ ଭାବେ ଶୁକ୍ରବାର ପୂର୍ବାହ୍ନରେ ମିହିର କୁମାର ମହାନ୍ତି ଯୋଗ ଦେଇଚ୍ଥନ୍ତି । ଯାଜପୁର ଅତିରିକ୍ତ ଜିଲ୍ଳ୍ାପାଳଙ୍କ ଦାୟିତ୍ୱରେ ରହିଥିବା କଳିଙ୍ଗ ନଗର ଅତିରିକ୍ତ ଜିଲ୍ଳ୍ାପାଳ...

ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ମେଧାବୀ ସମ୍ବର୍ନ୍ଧନା

କେନ୍ଦ୍ରାପଡା : କେନ୍ଦ୍ରାପଡା ପୌରାଞ୍ଚଳ ଅନ୍ତର୍ଗତ ସାନ୍ତସାହୀ ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ବିଭାଗ ସ୍ତରୀୟ ମେଧାବୀ ସମ୍ବର୍ନ୍ଧନା ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାମନ୍ଦିର ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ଦାସଙ୍କ...

ରାସ୍ତାକଡରୁ ଉଦ୍ଧାର ହେଲେ ୩ ଅସହାୟ ଶିଶୁ

କେନ୍ଦ୍ରାପଡା  : କେନ୍ଦ୍ରାପଡା ସହର ନିକଟବର୍ତ୍ତୀ ଗରାପୁର ଛକ ନିକଟରେ ଥିବା ଆର୍.ଆଇ ଅଫିସ ପାଖ ଏକ ଦୋକାନ ପିଣ୍ଡାରେ ଅସହାୟ ଅବସ୍ଥାରେ ବସିରହିଥିବା ୩ଶିଶୁ ଓ ସେମାନଙ୍କ ରୋଗୀଣା ମାଆ କୁ...

ପାନ ଛେପ ପକାବାରୁ ଦୁଇ ଜଣଙ୍କୁ ଜରୀମାନା

ନୟାଗଡ଼ : ନୟାଗଡ଼ ଜିଲ୍ଲା କୋର୍ଟ କମ୍ପେ୍ଲକ୍ସରେ ପାନ ଛେପ ପକାଇ ପରିବେଶ ପ୍ରଦୂଷିତ କରିବା ଅଭିଯୋଗରେ ଦୁଇ ଜଣଙ୍କୁ ଆର୍ଥିକ ଦଣ୍ଡ ଭୋଗିବାକୁ ପଡ଼ିଛି । ପ୍ରାୟ ୨୭ କୋଟି ବ୍ୟୟରେ...

ଇନ୍ଦୋର-ପୁରୀ-ଇନ୍ଦୋର ସାପ୍ତାହିକ ହମ୍ସଫର ଏକ୍ସପ୍ରେସ୍ ଟ୍ରେନ୍ ର ପ୍ରଚଳନ

ପୁରୀ ଏବଂ ଇନ୍ଦୋର ମଧ୍ୟରେ ଏକ ନୂଆ ସାପ୍ତାହିକ ହମ୍ସଫର ଏକ୍ସପ୍ରେସ୍ ର ପ୍ରଚଳନ ନିମନ୍ତେ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଏହାର ଉଦ୍ଘାଟନୀ ଚଳାଚଳ ସମୟରେ ଅର୍ଥାତ୍ ତା.୧୨.୦୫.୨୦୧୮ରିଖ (ଶନିବାର)ଦିନ ଏହି...

ଚତୁର୍ଥ ଦିନରେ ପହଂଚିଲା ରିଲେ ଅନଶନ

ଭୁବନେଶ୍ୱର : ଚତୁର୍ଥ ଦିନରେ ଭାରତୀୟ ଜନତା ପାର୍ଟିର ରିଲେ ଅନଶନରେ ବସିଥିବା ନେତୃମଣ୍ଡଳି ଗତକାଲି ପୂ³ର୍ ବିଭାଗର ମନ୍ତ୍ରୀ ଓ ସଚିବ ଗଣମାଧ୍ୟମରେ ପ୍ରକାଶ କରିଥିବା ନିଷ୍ପ³ିକୁ ଦୃଢ ନିନ୍ଦା କରିଛନ୍ତି...

ଆଇସିସିଆର୍‍ ଓଡ଼ିଶା ଶାଖା କାର୍ଯ୍ୟାଳୟକୁ ଅନ୍ୟ ରାଜ୍ୟକୁ ଉଠାଇ ନେବା

ଭୁବନେଶ୍ୱର: ଭାରତୀୟ ସାଂସ୍କୃତିକ କଳା ପରିଷଦ (ଆଇସିସିଆର୍‍) ଓଡ଼ିଶା ଶାଖା କାର୍ଯ୍ୟାଳୟକୁ ଅନ୍ୟ ରାଜ୍ୟକୁ ଉଠାଇ ନେବା ପାଇଁ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ଦୁର୍ଭାଗ୍ୟଜନକ । ପରିଷଦର ମୂଳ ଉଦ୍ଦେଶ୍ୟ ହେଉଛି ‘ସାଂସ୍କୃତିକ...

କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ୟୁଏଇ ଗସ୍ତ

ନୂଆଦିଲ୍ଲୀ: ତିନି ଦିନିଆ ୟୁନାଇଟେଡ ଆରବ ଏମିରେଟ୍ସ ( ୟୁଏଇ) ଗସ୍ତରେ ଯାଇଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।ମଇ ୧୨ରୁ ୧୪ ଯାଏ ଶ୍ରୀ ପ୍ରଧାନଙ୍କର ୟୁଏଇ ଗସ୍ତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର...

ରଥଖଳାରୁ ଭକ୍ତଙ୍କ ଅନୁଭୂତି….

ମୋର ଆଶା ଆଶରେ ହିଁ ରହିଗଲା - ମନରେ ଅନେକ ଆଶା ନେଇ ପୁରୀକୁ ଆସିଥିଲି । ପ୍ରଥମେ ଶ୍ରୀମନ୍ଦିର ଭିତରକୁ ଯାଇ ରତ୍ନସିଂହାସନ ଉପରେ ବିରାଜମାନ ଶ୍ରୀଜୀଉମାନଙ୍କୁ ଦର୍ଶନ କଲି ।...