Wednesday, October 23, 2019

ଶ୍ରମିକ ଦିବସ

ଈଶ୍ୱରଙ୍କ ସୃଷ୍ଟିରେ କେହି ଛୋଟ ନୁହେଁ, କେହି ବଡ ନୁହେଁ । ସମସ୍ତେ ଅମୃତ ସନ୍ତାନ । ସେହି ଛୋଟ ବଡର ଭେଦଭାବ ମନୁଷ୍ୟ ହିଁ ସୃଷ୍ଟି କରିଛି । ସାଧାରଣତଃ ଶାରୀରିକ...

୨୯ରୁ କେନ୍ଦ୍ର ସାହିତ୍ୟ ଅକାଦେମିର ବିଭିନ୍ନ କାର୍ଯ୍ୟକ୍ରମ

ଭୁବନେଶ୍ୱର, ୨୭/୪ : କେନ୍ଦ୍ର ସାହିତ୍ୟ ଅକାଦେମି ତରଫରୁ ଆସନ୍ତା ୨୯ରୁ ମେ ୧ ତାରିଖ ପର୍ଯ୍ୟନ୍ତ ·ରିଟି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଯାଉଛି । ୨୯ ତାରିଖ ସକାଳ ୯.୩୦...

କିଛିକଥା ଅତିତ ଓ ବର୍ତ୍ତମାନର

ସମୟର ସୁଅରେ ଦୁନିଆଟା ଗତିଶୀଳ । ପରିବର୍ତିତ ସମୟର ଦୁଇଟି ପକ୍ଷ ବର୍ତ୍ତମାନ ଓ ଅତିତ । ଏଇ କ୍ଷଣର ସମୟ ଆର ଘଡିକୁ ଅତୀତ ଗର୍ଭରେ ଲିନ ହୋଇଯାଏ । ସତେ...

କବି ବି ସୃଷ୍ଟି କରିପାରେ ବିଦ୍ରୋହ

ଭାରତର ସ୍ୱୀଧୀନତା ସଂଗ୍ରାମ ଲହୁଲୁହର କଥା କହେ । ବହୁତ୍ୟାଗ,ସାଧନା ଓ ଆତ୍ମ ବଳିଦାନ ଏହାସହିତ ଯୋଡିହୋଇରହିଛି । ମହାତ୍ମାଗାନ୍ଧି,ଜବାହରଲାଲ ନେହେରୁ,ସୁବାସଚନ୍ଦ୍ର ବୋଷ,ଗୋପବନ୍ଧୁ ଦାସଙ୍କ ପରି ମହାମନିଷୀଗଣ ମାତୃଭୂମି ପ୍ରତି ହେଉଥିବା ଅତ୍ୟା·ରକୁ...

ନେତୃତ୍ୱର ଅଦମ୍ୟ ଉଦ୍ୟମ : ମଧୁବାବୁ

୧୮୪୮, ଅପ୍ରେଲ୍ ୨୮ରେ ଓଡିଶାର କଟକ ଜିଲ୍ଲା ଅନ୍ତର୍ଗତ ସତ୍ୟଭାମାପୁର ଗ୍ରାମରେ ଉକ୍ରଳ ଗୈାରବ ମଧୂସୁଦନ ଦାସ ଓରଫ୍ ମଧୁବାବୁଙ୍କ ଜନ୍ମ । ବାଲ୍ୟଶିକ୍ଷା ପ୍ରଥମେ ଚାଟଶାଳୀରୁ ଆରମ୍ଭ ହୋଇଥିଲା ତାଙ୍କର ।...
Odia Madhubabu

ନେତୃତ୍ୱର ଅଦମ୍ୟ ଉଦ୍ୟମ : ମଧୁବାବୁ

 ନେତୃତ୍ୱର ଅଦମ୍ୟ ଉଦ୍ୟମ : ମଧୁବାବୁ             (ଜୟନ୍ତୀ ଉପଲକ୍ଷେ)            - ଅମିନୀଲୁ ରାୟ ୧୮୪୮, ଅପ୍ରେଲ୍ ୨୮ରେ ଓଡିଶାର କଟକ...

ଚାଷୀ ଆତ୍ମହତ୍ୟା କେତେ ଦୂର ନ୍ୟାୟ ସଙ୍ଗତ ?

    ଚାଷୀ ଆତ୍ମହତ୍ୟା କେତେ ଦୂର ନ୍ୟାୟ ସଙ୍ଗତ ?                                ...

ଭାରତ-ଋଷ ପ୍ରସ୍ତାବିତ ଯୁଗ୍ମ ପ୍ରକଳ୍ପ ଦ୍ବିପାକ୍ଷିକ ସମ୍ପର୍କକୁ ଦୃଢ଼ କରିବ : ଧର୍ମେନ୍ଦ୍ର

ଭୁବନେଶ୍ବର: ଋଷର ପୂର୍ବାଞ୍ଚଳ‌େର ଅପର୍ଯ୍ୟାପ୍ତ ଖଣିଜର ସମ୍ଭାବନା ରହିଥିବା ବେଳେ ଋଷ ସରକାର ଭାରତ ସରକାରଙ୍କ ସହ କାମ କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି। ଭାରତ ଓ ଋଷ ମଧ୍ୟରେ ପ୍ରସ୍ତାବିତ ଏହି...