Wednesday, October 23, 2019
Home ସମ୍ପାଦକୀୟ

ସମ୍ପାଦକୀୟ

Editorial

ସାମାଜିକ ଦାୟିତ୍ୱବୋଧ ଓ ସଚ୍ଚା ଜୀବନ

By sakala khabar special story: ଜୀବନର ଅପର ନାମଟି ତମିସ୍ର ଅନ୍ଧକାର । ମାନେ ଏବେକା ଦୁନିଆରେ ଖାଲି ଅନ୍ଧ ଧାଁ ଦଉଡ ଆଉ  ତୋଟିକଟା  ପ୍ରତିଯୋଗିତା । ଯୋଉଠି ଦେଖ...

ଅନ୍ଧ ପ୍ରତିଯୋଗିତା ଓ ହନ୍ତସନ୍ତ ଜୀବନ

ଅଧୁନା ଯୋଉଠି ଦେଖ ଖାଲି  ଅନ୍ଧ ପ୍ରତିଯୋଗିତା । ଭୌତିକ ସାଧନ ସାଇଁଟିବା ପାଇଁ କିଏ କାହାକୁ ଟପିପାରୁଛି ଏବେକା ଦୁନିଆରେ  ସେଇଟା ହିଁ  ପାଲଟିଛି ଏକ  ରୋଚକ ବିଷୟ ।  ଘର...

ପ୍ରସୂତୀ ମହିଳା ଓ ଶିଶୁ ମୃତ୍ୟୁ ହାର ରୋକିବାରେ ସ୍ୱାସ୍ଥ୍ୟ ସେବା

    ନଗେନ୍ଦ୍ର ନାଥ ପଟ୍ଟନାୟକ: ସଂପ୍ରତି  ଆମ ଦେଶରେ  ମାତୃ ମୃତ୍ୟୁହାର ପଂଜୀକରଣ ପଦ୍ଧତିରେ ଯେଉଁ ଅଗ୍ରଗତି ହୋଇଛି ତତ୍ ସଂକ୍ରାନ୍ତୀୟ ତଥ୍ୟ  ଭାରତୀୟ ପ୍ରଜନନକ୍ଷମ ଅନୁବଂଶ  ବିଜ୍ଞାନ ଅନୁଷ୍ଠାନ ଦ୍ୱାରା ପ୍ରକାଶ ପାଇଛି...

ରାଷ୍ଟ୍ର ନାୟକ ମହାତ୍ମା ଗାନ୍ଧୀ

ଯଦି ଆମେ ଆମ ପାଦକୁ ସୁରକ୍ଷିତ ରଖିବାକୁ ଚାହିଁବା, ତେବେ ଆମକୁ ପାଦରେ ଜୋତା ପିନ୍ଧିବାକୁ ହେବ । ଆମେ ଆମ ପାଦକୁ ସୁରକ୍ଷିତ ରଖିବା ପାଇଁ ରାସ୍ତାସାରା ଫୁଲ କିମ୍ବା ତୁଳା...

ଭୂତାଣୁ ସଂକ୍ରମଣ ଜନିତ ରୋଗ : ନିପା

ପ୍ରଫେସର ଡାକ୍ତର ଉମେଶ ଚନ୍ଦ୍ର ପାତ୍ର ,ବିଭାଗୀୟ ମୁଖ୍ୟ ଓ ପ୍ରଫେସର ହେପାଟୋଲୋଜି ବିଭାଗ, ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡ଼ିକାଲ କଲେଜ, କଟକ, ଦୂରଭାଷ : ୯୪୩୭୦୫୧୯୫୭ ସାରା ଭାରତରେ ନିପା ଭାଇରସ କହିବାକୁ ଗଲେ...

ପ୍ରଜା-ବିପ୍ଳବର ପ୍ସ୍ୁଲିଙ୍ଗ ସଚ୍ଚି ରାଉତରାୟ ସତ୍ୟବାଦୀ ବଳିଆରସିଂହ

ଯୁଗସ୍ରଷ୍ଟା କବି ସଚ୍ଚି ରାଉତରାୟ ଓଡ଼ିଆ ସାରସ୍ୱତ ଭଣ୍ଡାରର ଅମଳିନ ସ୍ରଷ୍ଟା । ତାଙ୍କର ‘ଛୋଟ ମୋର ଗାଁ’ଟି ଓ ‘ବାଜି ରାଉତ’ କବିତା ସେଇ ଅମଳିନ ସୃଷ୍ଟିର ସ୍ୱାକ୍ଷର । ଏବେବି...

କିଛିକଥା ଅତିତ ଓ ବର୍ତ୍ତମାନର

ସମୟର ସୁଅରେ ଦୁନିଆଟା ଗତିଶୀଳ । ପରିବର୍ତିତ ସମୟର ଦୁଇଟି ପକ୍ଷ ବର୍ତ୍ତମାନ ଓ ଅତିତ । ଏଇ କ୍ଷଣର ସମୟ ଆର ଘଡିକୁ ଅତୀତ ଗର୍ଭରେ ଲିନ ହୋଇଯାଏ । ସତେ...

ମହାତ୍ମା ଗାନ୍ଧୀଙ୍କ ସଂପର୍କରେ ଏ କଥା ଜାଣନ୍ତି କି ?

୧୯୩୦ରେ ‘ଟାଇମ୍ସ’ ପତ୍ରିକା ଦ୍ବାରା ‘ମ୍ୟାନ୍ ଅଫ୍ ଦ ଇଅର୍’ ଘୋଷିତ। ମହାତ୍ମା ଗାନ୍ଧୀ ନୋବେଲ୍ ଶାନ୍ତି ପୁରସ୍କାର ପାଇ ନ ଥିବା ଅନ୍ୟତମ ପ୍ରସିଦ୍ଧ ମହାପୁରୁଷ। ପୁରସ୍କାର ପ୍ରଦାନ ଲାଗି ପାଞ୍ଚ ଥର...

ଓଡ଼ିଶାର ଇତିହାସ ପାଇଁ ମ୍ୟୁଜିୟମର ଆବଶ୍ୟକତା କେତେ ଯୁକ୍ତିଯୁକ୍ତ?

ଓଡ଼଼ିଶା- ଏକ ଶବ୍ଦ ନୁହେଁ,ବରଂ ଏଥିରେ ଭରି ରହିଛି ଆତ୍ମୀୟତା । ସାରା ବିଶ୍ୱରେ ଏକ ସ୍ପର୍ଦ୍ଧିତ ଉଚ୍ଚାରଣ ଏ ଭାରତବର୍ଷ ।ଏଠି ଥାଏ ଭାଇଚାରାର ନିବିଡ଼ ସର୍ମ୍ପକ ।ଏଠି ସକାଳ ହେଲେ...

ଦିବ୍ୟତାର ଘୋଷ ଯାତ୍ରା

ଆଜି ପତିତ-ପାବନ ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରା । ପୁରୀ ବଡଦାଣ୍ଡରେ ସମ୍ମିଳିତ ହୋଇଛନ୍ତି ଲକ୍ଷ ଲକ୍ଷ ଭକ୍ତଜନ! ସେମାନଙ୍କ ଭକ୍ତି ରଜ୍ଜୁରେ ସଂଚାଳିତ ହେବ ରଥତ୍ରୟ । ଭଗବାନଙ୍କ ଜୟ ଜୟ ନାଦ...

ଭାରତ-ଋଷ ପ୍ରସ୍ତାବିତ ଯୁଗ୍ମ ପ୍ରକଳ୍ପ ଦ୍ବିପାକ୍ଷିକ ସମ୍ପର୍କକୁ ଦୃଢ଼ କରିବ : ଧର୍ମେନ୍ଦ୍ର

ଭୁବନେଶ୍ବର: ଋଷର ପୂର୍ବାଞ୍ଚଳ‌େର ଅପର୍ଯ୍ୟାପ୍ତ ଖଣିଜର ସମ୍ଭାବନା ରହିଥିବା ବେଳେ ଋଷ ସରକାର ଭାରତ ସରକାରଙ୍କ ସହ କାମ କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି। ଭାରତ ଓ ଋଷ ମଧ୍ୟରେ ପ୍ରସ୍ତାବିତ ଏହି...