ନୂଆ ଓଡ଼ିଶା, ବିଜେଡ଼ି ଓ କାମରାଜ ଯୋଜନା
ବାଦଲ ଭୂୟାଁ : ସହୃଦୟ ପାଠକବର୍ଗଙ୍କୁ ତିନୋଟି ଶବ୍ଦ ଅଡ଼ୁଆ ସୃଷ୍ଟି କରିପାରେ । କଥା ହେଉଛି ବିକଶିତ ଓଡ଼ିଶା ଆଜି ଯେଉଁ ପ୍ରଗତିରେ ପହଞ୍ଚôଛି ଏଥିରେ ଲୋକପ୍ରିୟ ଓ ଶକ୍ତିଶାଳୀ ଆଞ୍ଚଳିକ...
ସଙ୍କଟରେ ଆମେରିକାର ଗଣତନ୍ତ୍ର
'ସଂସଦ' ଗଣତନ୍ତ୍ରର ପବିତ୍ର ମନ୍ଦିର ରୂପେ ବିବିଚିତ ହେଉଥିବା ବେଳେ 'ଜନାଦେଶ' ଏହାର ପବିତ୍ର ତଥା ଗୁରୁତ୍ୱପୂର୍ଣ୍ଣ ବିଭବ ।ସଂସଦର ସମ୍ମାନ ତଥା ମାନ ମର୍ଯ୍ୟଦା ଗଣତନ୍ତ୍ରର ଗରିମାକୁ ବହୁଗୁଣିତ କରିଥାଏ ଓ...
କୋଭିଡ କଟକଣାରେ ରାଜ୍ୟରେ ଖୋଲିଲା ସ୍କୁଲ
ହିମାଂଶୁ ଶେଖର ଆଚାର୍ଯ୍ୟ : ୯ମାସର କରୋନା ବେଦନାପରେ ସ୍କୁଲରେ ପଡିଥିବା ତାଲା ଖୋଲିଛି । ଶୁକ୍ରବାର ଠାରୁ ସାରା ରାଜ୍ୟରେ ଖୋଲିଛି ସ୍କୁଲ । ତେବେ ସମସ୍ତଙ୍କ ପାଇଁ ନୁହେଁ କେବଳ...
ମହାତ୍ମାଙ୍କ ଭାରତ ପ୍ରତ୍ୟାବର୍ତ୍ତନର ୧୦୬ବର୍ଷ ଓ ସ୍ମୃତିରେ ଓଡ଼ିଶା
ଶେଖ୍ ଫରିଦ୍ଉଦ୍ଦିନ୍ : ୧୯୧୫ ଜାନୁଆରୀ ୯ ତାରିଖରେ ମୋହନଦାସ କରମ ଚାନ୍ଦ ଗାନ୍ଧୀ ଦକ୍ଷିଣ ଆଫ୍ରିକାରୁ ଆସି ନିଜ ଜନ୍ମମାଟି ଭାରତରେ ପହଞ୍ଚôଥିଲେ । ସେତେବେଳେ ଗାନ୍ଧୀ ନା ଥିଲେ ମହାତ୍ମା...
ପୁଣି ବିଦ୍ୟାଳୟ ମୁହାଁ ହେବେ ବିଦ୍ୟାର୍ଥୀ
ହିମାଂଶୁ ଶେଖର ଆଚାର୍ଯ୍ୟ : ଗତ ବର୍ଷ ମହାମାରୀ କରୋନା ସାରା ବିଶ୍ୱରେ ଆତଙ୍କ ଖେଳାଇ ଦେଇଥିଲା ।ଅର୍ଥନୀତିର ବିଭିନ୍ନ କ୍ଷେତ୍ରରେ ଏହାର ପ୍ରତିକୂଳ ପ୍ରଭାବ ପରିଲକ୍ଷିତ ହୋଇଥିଲା । ବିଶେଷକରି ଶିକ୍ଷାବ୍ୟବସ୍ଥାକୁ...
ସରକାରୀ ଶିକ୍ଷା ବ୍ୟବସ୍ଥା ଅନୁଚିନ୍ତା
କାର୍ତ୍ତିକ ଚନ୍ଦ୍ର ସ୍ୱାଇଁ : ରାଷ୍ଟ୍ରକୁ ମହାଶକ୍ତିଶାଳୀ ବନାଇବାକୁ ଚାହିଁଲେ ପ୍ରଥମେ ପ୍ରତିଟି ସରକାରୀ ସ୍କୁଲର ବିକାଶ ସମ୍ଭାବନାକୁ ଧ୍ୟାନରେ ରଖିବାକୁ ହେବ । କାରଣ ଏଠାରେ ସାର୍ବଜନୀନ ଶିକ୍ଷାକୁ ଗୁରୁତ୍ୱ ଦିଆଯାଇଥାଏ...
ନାଟ୍ୟ ସାରଥି ଗୁରୁ କେଳୁଚରଣ ମହାପାତ୍ର
ବିଂଶ ଶତାବ୍ଦୀରେ ଓଡ଼ିଶାର ପୁନରୁତ୍ଥାନ ଓ ଶାସ୍ତ୍ରୀୟ ମାନ୍ୟତା ପ୍ରଦାନରେ ପ୍ରମୁଖ ଭୂମିକା ନିର୍ବାହ କରିଥିଲେ ଗୁରୁ କେଳୁଚରଣ ମହାପାତ୍ର । ଓଡ଼ିଶୀ ନୃତ୍ୟଶିଳ୍ପୀ ଓ ଗୁରୁ ଭାବେ ସମଗ୍ର ଭାରତରେ ସେ...
ପାଠ୍ୟକ୍ରମରେ ସଡ଼କ ସୁରକ୍ଷା ଓ ଦୁର୍ଘଟଣା
ଅଭୟ କୁମାର ଦାସ : ଦୈନନ୍ଦିନ ସଡ଼କଜନିତ ଭୟାନକ ଦୁର୍ଘଟଣା ବଢ଼ିବାରେ ଲାଗିଛି । ଏ କ୍ଷେତ୍ରରେ ସଚେତନତାକୁ ଗୁରୁତ୍ୱ ଦେବା ପାଇଁ ବିଦ୍ୟାଳୟ ପାଠ୍ୟକ୍ରମ ବିଷୟରେ ସଡ଼କ ସୁରକ୍ଷାକୁ ଅନ୍ତର୍ଭୁକ୍ତ କରାଯାଇଛି...
ପ୍ରବାସର ଧର୍ମପଦ
ଡ଼ଃ. ଅରୁନ୍ଧତୀ ଦେବୀ : ଓଡ଼ିଶାର ବୌଦ୍ଧ କୀର୍ତ୍ତିବିମଣ୍ଡିତ ହୀରକ ତ୍ରିଭୁଜର କ୍ଷେତ୍ର ଉଦୟଗିରି ହେଉ ବା ଉପକୂଳ କେନ୍ଦ୍ରାପଡ଼ା, ସବୁଜ ବନାନୀର ଭୂସ୍ୱର୍ଗ ଦେବଗଡ଼ ହେଉ ବା କେରଳ । ସବୁ...
ଭାରତମାତା କି ଜୟ
ଇଂ. ବିଦ୍ୟାଧର ପଣ୍ଡା, ଜାଗମରା, ଖଣ୍ଡଗିରି : ଆନେ୍ଦାଳନ କଲାବେଳେ ‘ଭାରତମାତା କି ଜୟ’ ଏବଂ ‘ବନେ୍ଦ ମାତରଂ’ ହେଲା ବିରୋଧୀ ବିଦ୍ରୋହୀମାନଙ୍କର ଦୁଇଟି ସାଧାରଣ ସ୍ଲୋଗାନ୍ । କିନ୍ତୁ ଗତ ନିର୍ବାଚନରେ...