Sunday, February 24, 2019
Home ରାଜନୀତି

ରାଜନୀତି

ଧର୍ମେନ୍ଦ୍ରଙ୍କୁ ବିଜେଡିର ୨୦ଟି ପ୍ରଶ୍ନ : ଉଜ୍ଜ୍ବଳା ଯୋଜନା, ଧାନର ଏମ୍‌ଏସ୍‌ପି ପରି ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଉଠିଲା

ଭୁବନେଶ୍ବର : କେନ୍ଦ୍ର ସରକାରଙ୍କ ବିଭିନ୍ନ ପ୍ରକଳ୍ପରେ ଓଡ଼ିଶା ସରକାର ସହଯୋଗ କରୁ ନ ଥିବା ନେଇ କେନ୍ଦ୍ର ମନ୍ତ୍ରୀ ଧ‌େର୍ମନ୍ଦ୍ର ପ୍ରଧାନ ଅଭିଯୋଗ କଲା ‌ପରେ ବିଜେଡି ତାହାର ଜବାବ ରଖିଛି।...

ଚିଲିକା ବ୍ଲକ ଉପାଧ୍ୟକ୍ଷ, ସରପଞ୍ଚଙ୍କ ସହ ୫୦୦ରୁ ଊଦ୍ଧ୍ୱ ବିଜେପି କର୍ମୀ ବିଜେଡିରେ ଯୋଗଦେଲେ

ଭୁବନେଶ୍ୱର,୨୩/୨/୨୦୧୯: ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ନେତୃତ୍ୱ ଏବଂ ଜନହିତକର କାର୍ଯ୍ୟକ୍ରମ ପ୍ରତି ଆକୃଷ୍ଟ ହୋଇ ପୂର୍ବତନ ବିଧାୟକ ରଘୁନାଥ ସାହୁଙ୍କ ନେତୃତ୍ୱରେ ଆଜି ଚିଲିକା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ...

କଂଗ୍ରେସ କ୍ଷମତାକୁ ଆସିଲେ ଅର୍ଦ୍ଧ ସାମରିକ ବଳର ଯବାନମାନଙ୍କୁ ମଧ୍ୟ ‘ସହିଦ୍‌’ ମାନ୍ୟତା ପ୍ରଦାନ କରିବ: ରାହୁଲ

ନୂଆଦିଲ୍ଲୀ: ସରକାରଙ୍କ ପକ୍ଷରୁ ‘ସହିଦ୍‌’ ମାନ୍ୟତା ପ୍ରଦାନକୁ କେନ୍ଦ୍ର କରି ଏବେ ଏକ ବିବାଦୀୟ ପରିସ୍ଥିତି ହୋଇଛି। କେବଳ ମାତ୍ର ସାମରିକ ବାହିନୀରେ କାର୍ଯ୍ୟରତ ଯବାନ କାର୍ଯ୍ୟାନୁଷ୍ଠାନ କାଳରେ ଯଦି ଆତ୍ମ ବଳିଦାନ...

୨୫ରୁ କ˚ଗ୍ରେସର କେନ୍ଦ୍ରୀୟ ସ୍କ୍ରିନି˚ କମିଟିର ଦ୍ବିତୀୟ ପର୍ଯ୍ୟାୟ କାର୍ଯ୍ୟକ୍ରମ

ଭୁବନେଶ୍ବର : ଆସନ୍ତା ୨୫ରୁ ୨୭ ତାରିଖ ପର୍ଯ୍ୟନ୍ତ ଏଆଇସିସି କେନ୍ଦ୍ରୀୟ ସ୍କ୍ରିନି˚ କମିଟି ଦ୍ବିତୀୟ ପର୍ଯ୍ୟାୟ କାର୍ଯ୍ୟକ୍ରମ ଆରମ୍ଭ କରିବ। ଏଥର ସ୍କ୍ରିନି˚ କମିଟି ଅଧ୍ୟକ୍ଷ ଭି.ଡି. ସଥୀସାନ, ସଦସ୍ୟ ନୌସାଦ...

ନବୀନ ସରକାର ଖାଦ୍ୟ ସୁରକ୍ଷାକୁ ଭୋଟ ସୁରକ୍ଷା ଯୋଜନାରେ ପରିଣତ କରିଛନ୍ତି – ପ୍ରକୃତ ହିତାଧିକାରୀ ଯୋଜନା ଠାରୁ...

ଭୁବନେଶ୍ୱର,୨୨ଫେବୃଆରୀ - ଦରିଦ୍ର ଲୋକଙ୍କ ପାଇଁ କିଲୋ ପିଛା ୧ ଟଙ୍କା ମୂଲ୍ୟରେ ଚାଉଳ ଯୋଗାଣ ଏବଂ ଓଡ଼ିଶା ସରକାରଙ୍କ ନିଜସ୍ୱ ଖାଦ୍ୟ ନିରାପକ୍ସା ଯୋଜନା ବସ୍ତୁତଃ ପ୍ରହସନରେ ପରିଣତ ହୋଇଛି ବୋଲି...

ସଦାଶିବ ପ୍ରଧାନୀଙ୍କ ବିଜେଡିରେ ଯୋଗଦାନ

ଭୁବନେଶ୍ୱର : ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ନେତୃତ୍ୱ ଏବଂ ଜନହିତକର କାର୍ଯ୍ୟକ୍ରମ ପ୍ରତି ଆକୃଷ୍ଟ ହୋଇ ନବରଙ୍ଗପୁରର ପୂର୍ବତନ ସାଂସଦ ତଥା ବର୍ଷୀୟାନ୍‍ କଂଗ୍ରେସ ନେତା ଶ୍ରୀ ଖଗପତି...

ଖାଦ୍ୟ ସୁରକ୍ଷା ଯୋଜନା ଭୋଟ ସୁରକ୍ଷା ଯୋଜନାରେ ପରିଣତ, ଭୁତ ଓ ଜାଲି ହିତାଧିକାରୀ ଫାଇଦା ମାରି ନେଉଛନ୍ତି...

ଭୁବନେଶ୍ୱର : ଦରିଦ୍ର ଲୋକଙ୍କ ପାଇଁ କିଲୋ ପିଛା ୧ ଟଙ୍କା ମୂଲ୍ୟରେ ଚାଉଳ ଯୋଗାଣ ଏବଂ ଓଡ଼ିଶ ସରକାରଙ୍କ ନିଜସ୍ୱ ଖାଦ୍ୟ ନିରାପକ୍ସା ଯୋଜନା ବସ୍ତୁତଃ ପ୍ରହସନରେ ପରିଣତ ହୋଇଛି ବୋଲି...

ବିଜେଡି ମୁଖପାତ୍ରଙ୍କ ସଂଖ୍ୟା ୧୯ରେ ପହଞ୍ଚିଲା , ଲେନିନ ମୁଖପାତ୍ର, ସୁଶାନ୍ତ ରାଜ୍ୟ ସମ୍ପାଦକ

ଭୁବନେଶ୍ବର : ବିଜୁ ଜନତା ଦଳର ମୁଖପାତ୍ର ଭାବେ ଲେନିନ ମହାନ୍ତିଙ୍କୁ ନିଯୁକ୍ତି ମିଳିଛି। ସେହିପରି ସୁଶାନ୍ତ ଚୌଧୁରୀଙ୍କୁ ରାଜ୍ୟ ସମ୍ପାଦକ ପଦବି ସହ ନବରଙ୍ଗୁପର ଜିଲ୍ଲା ଉମରକୋଟ୍ ନିର୍ବାଚନମଣ୍ଡଳୀର ସହ ପର୍ଯ୍ୟବେକ୍ଷକ...

ଏଆଇସିସି ପକ୍ଷରୁ ଓଡ଼ିଶା ପ୍ରଦେଶ କଂଗ୍ରେସର ପ୍ରଚାର କମିଟି, ମିଡିଆ ସମନ୍ବୟ କମିଟି ଓ ନିର୍ବାଚନ ପରିଚାଳନା ଟିମ୍‌...

ନୂଆଦିଲ୍ଲୀ : ଏଆଇସିସି ପକ୍ଷରୁ ଓଡ଼ିଶା ପ୍ରଦେଶ କଂଗ୍ରେସର ପ୍ରଚାର କମିଟି, ମିଡିଆ ସମନ୍ବୟ କମିଟି ଓ ନିର୍ବାଚନ ପରିଚାଳନା ଟିମ୍‌ ଘୋଷଣା କରାଯାଇଛି। ୬ ଜଣିଆ ପ୍ରଚାର କମିଟିରେ ବିଶ୍ବଜିତ ଦାସ,...

ଚାଷୀ ପାଇଁ ସରକାରଙ୍କ ଆନ୍ତରିକତା ନାହିଁ , ଭୋଟ ପାଇଁ ବାଂଟୁଛନ୍ତି : ନିରଞ୍ଜନ ପଟ୍ଟନାୟକ

ଭୁବନେଶ୍ୱର, ୨୧ ଫେବୃଆରୀ - ରାଜ୍ୟର ଲକ୍ଷ ଲକ୍ଷ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ସର୍ବନିମ୍ନ ସୁବିଧା ସୁଯୋଗ ଯୋଗାଇବାରେ ଓଡ଼ିଶାର ନବୀନ ପଟ୍ଟନାୟକ ସରକାର ଶୋଚନୀୟ ଭାବେ ବିଫଳ ହୋଇଛନ୍ତି ।...

ବିଚ୍ଛିନ୍ନତାବାଦୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ : କଶ୍ମୀରକୁ ଗଲେ ୧୦ ହଜାର ‌ସୈନ୍ୟ ହାଇଆଲର୍ଟ, ଲୁଚିଲେ...

ଶ୍ରୀନଗର : ପୁଲୱାମାରେ ସିଆର୍‌ପିଏଫ୍‌ ଉପରେ ଆତ୍ମଘାତୀ ଆକ୍ରମଣକୁ କେନ୍ଦ୍ର କରି ଏବେ ଜମ୍ମୁ କଶ୍ମୀରରେ ବିସ୍ଫୋରକ ପରିସ୍ଥିତି ସୃଷ୍ଟି ହୋଇଛି। ସୀମାରେ ମଧ୍ୟ ଉତ୍ତେଜନା ପ୍ରକାଶ ପାଉଥିବାରୁ ଉଭୟ ପଟୁ ସେନା...