ଖଇରା : ବାଲେଶ୍ୱର ଜିଲ୍ଲା ଖଇରା ଥାନା ଅଧୀନ ମହତୀପୁର ଗ୍ରାମର ମୁକ୍ତିକାନ୍ତ ମହାପାତ୍ର(୩୦)ବମ୍ବେରେ କାର୍ଯ୍ୟସ୍ଥଳରେ ଶୋଇଥିବା ବେଳେ ଶନିବାର ରାତିରେ ବିଦୁ୍ୟତ ସଂସ୍ପର୍ଶରେ ଆସି ପ୍ରାଣ ହରାଇଛନ୍ତି ।

ମୁକ୍ତିକାନ୍ତ ନାଭି ମୁମ୍ବାଇର କାମୋତେ ଥାନା ଅଧୀନ କାମ୍ବୋଲି ଅଞ୍ଚଳର ଜବାହାର ଇଣ୍ଡଷ୍ଟ୍ରିଆଲ ଇଷ୍ଟେଟରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ । ରାତିରେ ନିଜ ରହୁଥିବା ଭଡାଘରେ ଶୋଇଥିବା ବେଳେ ଟେବୁଲ ଫ୍ୟାନରୁ କରେଣ୍ଟ ଲାଗିବାରୁ ସେ ଘଟଣାସ୍ଥଳରେ ମୃତୁ୍ୟବରଣ କରିଥିଲେ । ତାଙ୍କ ମୃତୁ୍ୟରେ ଶୋକର ଛାୟା ଖେଳି ଯାଇଛି ।

LEAVE A REPLY

Please enter your comment!
Please enter your name here