ଭୁବନେଶ୍ୱର: ବାତ୍ୟା ଅମ୍ପନ ନେଇ ଭୁବନେଶ୍ୱର ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଏଚ୍‌ଆର ବିଶ୍ୱାସ ତାଜା ସୂଚନା ଦେଇଛନ୍ତି। ବାତ୍ୟା ବର୍ତ୍ତମାନ ପାରାଦୀପରୁ ୧୫୦ କିମି ଓ ଦୀଘାରୁ ୯୫ କିମି ଦୂରରେ ରହିଛି।

ସେହିଭଳି ଜଗତସିଂହପୁରରେ ବାତ୍ୟାର ପ୍ରକୋପ କମିଛି। ବାତ୍ୟା ଦକ୍ଷିଣରୁ ଉତ୍ତର ଆଡ଼କୁ ଗତି କରୁଥିବାରୁ ଭଦ୍ରକ, ବାଲେଶ୍ୱରରେ ଅଧିକ ପବନ ହେଉଛି।

ତେବେ ସୁପର ସାଇକ୍ଲୋନ୍‌ ଅମ୍ପନ ଆଜି ଅପରାହ୍ନ ୪ଟାରେ ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ କରିବ। ଲ୍ୟାଣ୍ଡଫଲ ସରିବାକୁ ପ୍ରାୟ ୨ ଘଣ୍ଟା ସମୟ ଲାଗିବ। ଏହି ସମୟରେ ପବନର ବେଗ ବଢ଼ିବା ସହିତ।

LEAVE A REPLY

Please enter your comment!
Please enter your name here