ବେଲ୍ଲଗୁଣ୍ଠା ,08/09- ଗାଙ୍ଗପୁର ଥାନା ଅନ୍ତର୍ଗତ କ୍ଷେତ୍ରୀୟବରପୂର ଖଡାଳ ସାହିର ବିସୁନୁ ନାଇକଙ୍କ ସ୍ତ୍ରୀ ତମସା ନାଇକ 30 , ଅସିଣ ସ୍ରାଧ ଥିବାରୁ   ସୋମୋବାର  ଅପରାଣ୍ହ 450 ସମୟରେ ନିଜ ଘରେ ଚୂନ ଲିପୂଥିଲା , ଅ ସାବଧାନତା ବଶତଃ  ଏକ ଛିଣ୍ଡା ବିଡୁତ ତାର ସଂସ୍ପର୍ଷ ରେ ଆସି ତମସା ପୋଡ଼ିଯାଇ କଚାଡି ହେଇ ତଳେ ପଡ଼ିଥିଲେ । ଘଟଣା ସ୍ତଳରେ ହିଁ ତମସା ଙ୍କ ମ୍ରୁତ ଘଟିଥିଲା ।

ତମସା ର ସ୍ଵାମୀ ବିସୁନୁ  ଖବର ପାଇ ଗାଙ୍ଗପୁର ପୋଲୀସକୁ ଜଣାଇଥିଲା ।  ଘଟଣା ସ୍ତଳରେ ଗାଙ୍ଗପୁର ପୋଲୀସ  ପହଞ୍ଚି ଶବକୁ ଜବତ କରିବା ସହ ଏକ ଅପମ୍ରୂତ ମାମଲା ରୁଜୁ କରି ଶବ ବେବଛେଦ ପାଇ ଭଞ୍ଜ ନଗର ପଠାଇ ଥିଲେ । ସନ୍ଧ୍ୟା ହେଇଜାଇଥି ବାରୁ ଶବ ବେବଛେଦ ହେଇପାରିନଥିଲା । ଆଜି ଶବ ବେବଛେଦ ହେବାପରେ ତା ପରିବାରକୁ ହସ୍ତାନ୍ତର କରାଯାଇଛି ।  ପ୍ରକାଶ ଥାଉକି ବିସୁନୁ ତମସା କୁ ଏକ ବର୍ଷ ତଳେ ବିବାହ କରିଥିଲେ ।

LEAVE A REPLY

Please enter your comment!
Please enter your name here