ବାରିପଦା : ରାଜ୍ୟ କୃଷିଶିଳ୍ପ ନିଗମ ଅଧ୍ୟକ୍ଷ ଦେବାଶିଷ ମହାନ୍ତିଙ୍କ କରୋନା ପଜିଟିଭ୍ ଚିହ୍ନଟ ହେବାପରେ ଶ୍ରୀମହାନ୍ତି ଟୁଇଟ୍ ଯୋଗେ ସମସ୍ତେ ଏଥିପାଇଁ ବ୍ୟସ୍ତବ୍ୟବ୍ରତ ନହେବା ତଥା ତାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତଙ୍କୁ କରୋନା ପରୀକ୍ଷା କରାଇବା ପାଇଁ ନିବେଦନ କରିଛନ୍ତି ।

ଏଥିସହ ଦେବାଶିଷଙ୍କ ଶୀଘ୍ର ଆରୋଗ୍ୟ ପାଇଁ ମୟୂରଭଞ୍ଜ ଜିଲ୍ଲାରେ ବିଜେଡିର ବିଭିନ୍ନ ମହଲରେ ଭଗବାନଙ୍କ ଠାରେ ପ୍ରାର୍ଥନା କରାଯିବାସହ ତାଙ୍କ ସୁସ୍ଥଆରୋଗ୍ୟ କାମନା କରାଯାଇଛି ।

LEAVE A REPLY

Please enter your comment!
Please enter your name here