ବାଲେଶ୍ୱର-୧୨/୦୯ (ସ.ବ୍ୟୁ)-ବାଲେଶ୍ୱର ଜିଲ୍ଲାର ବନ୍ୟା ବିପନ୍ନ ମାନଙ୍କୁ ଜାତୀୟ ଯୁବ କଂଗ୍ରେସର ସମ୍ପାଦକ ତଥା ଓଡ଼ିଶା ପ୍ରଭାରୀ ରିଆଜୁଲ୍ ଅନସାରୀ ସାକ୍ଷାତ କରି ବନ୍ୟା ବିପନ୍ନମାନଙ୍କୁ ଆଶ୍ୱାସନା ଦେଇଛନ୍ତି । ବାଲେଶ୍ୱର ଯୁବ କଂଗ୍ରେସ ସଭାପତି ରଂଜନ ଦାସଙ୍କ ତତ୍ତ୍ୱାବଧାନରେ ଶ୍ରୀ ଅନସାରୀ ବିଭିନ୍ନ ଗ୍ରାମପଞ୍ଚାୟତରେ ଥିବା ଗ୍ରାମାଞ୍ଚଳ ଲୋକମାନଙ୍କୁ ସାକ୍ଷାତ କରିବା ସହ କଂଗ୍ରେସ ଦଳ ପକ୍ଷରୁ ଯୋଗାଇ ଦିଆଯାଇଥିବା ରିଲିଫ ବାବଦରେ ପଚାରି ବୁଝିଥିଲେ ।

LEAVE A REPLY

Please enter your comment!
Please enter your name here