ଭୁବନେଶ୍ୱର : ପୂର୍ବତନ ସାଂସଦ ବୈଷ୍ଣବ ପରିଡାଙ୍କ ବିୟୋଗରେ ବୈଜୟନ୍ତ ଗଭୀର ଶୋକପ୍ରକାଶ କରିଛନ୍ତି । ଜଣେ ରାଜନେତା, ସାମାଜିକ କର୍ମୀ ଓ ଓଡିଆ ଭାଷା ଆନ୍ଦୋଳନର ଲଢୁଆ ନେତା ଭାବରେ ସେ ନିଜ ପାଇଁ ଏକ ସ୍ୱତନ୍ତ୍ର ପରିଚୟ ଛାଡି ଯାଇଛନ୍ତି ବୋଲି ଶ୍ରୀ ବୈଜୟନ୍ତ ତାଙ୍କ ଶୋକବାର୍ତାରେ କହିଛନ୍ତି ।
Loading...

LEAVE A REPLY

Please enter your comment!
Please enter your name here