ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ବିଶିଷ୍ଟ ସଙ୍ଗୀତକାର ଏ.ଆର୍‌. ରେହମାନ୍। ଓସ୍କାର୍‌ ବିଜେତା ରେହମାନ୍ ଆଜି ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି। ସେ ବେଶ୍‌ କିଛି ସମୟ ଧରି ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି।

ଆସନ୍ତା ୨୭ ଓ ୨୮ ତାରିଖରେ ବିଶ୍ୱକପ୍ ହକିର ଉଦ୍‌ଘାଟନୀ ଉତ୍ସବର ସଙ୍ଗୀତ ପରିବେଷଣ କରିବେ ରେହମାନ୍। ଉଦ୍‌ଘାଟନୀ ଉତ୍ସବ ଅବସରରେ ଭୁବନେଶ୍ୱର ଓ କଟକରେ ରେହମାନଙ୍କ ‘ଶୋ’ ହେବ ବୋଲି ପୂର୍ବରୁ ହକି ଇଣ୍ଡିଆ ସୂଚନା ଦେଇଛି।

Loading...

LEAVE A REPLY

Please enter your comment!
Please enter your name here