କଟକ, ୮/୧୧ କେନ୍ଦ୍ରପଡା ଜିଲ୍ଲାର ଓଟିଭିରେ କାର୍ଯ୍ୟରତ ସାମ୍ବାଦିକ ମନୋଜ ସ୍ୱାଇଁଙ୍କୁ ସାଂସଦ ଅନୁଭବ ମହାନ୍ତି ର୍ଦୁବ୍ୟବହାର ପ୍ରଦର୍ଶନ କରିବା ଓ ପରେ ତାଙ୍କୁ ଥଟ୍ଟା ପରିହାସ କରିବା ଘଟଣା ବିରୋଧରେ ସମଗ୍ର ଓଡିଶାରେ ବିରୋଧ ହେଉଥିବା ବେଳେ ଆଜି ନୂଆ ବଜାର ଛକଠାରେ କଟକ ପୂର୍ବାଂଚଳ ସାମ୍ବାଦିକ ସଂଘ ନୂଆବଜାର ଶାଖା ପକ୍ଷରୁ ସାଂସଦ ମାହାନ୍ତିଙ୍କ ବିରୋଧରେ ବିକ୍ଷୋଭ ପ୍ରର୍ଦଶନ କରିଥିଲେ ।

LEAVE A REPLY

Please enter your comment!
Please enter your name here