ଆନନ୍ଦପୁର : ସରକାରଙ୍କ କୋଭିଡ ନିୟମ ଅନୁଯାୟୀ ମନ୍ଦିର କୁ ଯାଉଥିବା ସମସ୍ତ ଭକ୍ତ ମାସ୍କ ପରିଧାନ କରିବା ବାଧ୍ୟତାମଳକା ମା ତାରିଣୀ ମନ୍ଦିର ସାଧାରଣ ଦର୍ଶନ ପାଇଁ ତ୍ରିନା ଭେରେ ଦର୍ଶନ କରିଦେ ଭନ୍ଦ୍ର ୧୦ ବଷରୁ କମ ପିଲାଙ୍କୁ ଦର୍ଶନ ମନା ସକାଳ ୮ ଟା ଠାରୁ ଆରମ୍ଭ ହୋଇ ପାରିବେ ନାହିଁ ମନ୍ଦିର ର ଟ୍ରଷ୍ଟ ବୋର୍ଡ ମଧାହ୍ନ ୧୨ ଟା ୩୦ ମିନିଟ ପର୍ଯ୍ୟନ୍ତ ର ସଭାପତି ରାଜେନ୍ଦ୍ର ପଟ୍ଟନାୟକ ପ୍ରେସ ଏବଂ ଅପରାହ୍ନ ୪ ଘଟିକା ଠାରୁ ସନ୍ଧ୍ୟା ମିଟ ରେ ସୂଚନା ଦେଇଛନ୍ତି ।
ଆସନ୍ତା ୬ ଟା ୩୦ ମିନିଟ ପର୍ଯ୍ୟନ୍ତ ଖୋଲା ୧୮ ତାରିଖ ରେ ସକାଳ ମା ଙ୍କ ସମସ୍ତ ରହିବା ମନ୍ଦିର ବେଢ଼ା ଭିତରେ ୨୫ ନୀତି କାନ୍ତି ସରିବା ପରେ ପ୍ରଥମେ ପୂଜକ ରୁ୩୦ ଜଣ ମଧ୍ୟ ରେ ଭକ୍ତ ଦର୍ଶନ କରି ଙ୍କ ପରିବାର ସଦସ୍ୟ ଙ୍କୁ ଦର୍ଶନ କରିବା ପାରିବେ ମନ୍ଦିର ରେ କୌଣସି ଭୋଗ କୁ ସୁଯୋଗ ଦିଆଯିବା ରାଜ୍ୟ ସରକାର ଯଥା ନଡ଼ିଆ , ଫୁଲ , ଦୀପ , ଧୂପଇତ୍ୟାଦି କ ପକ୍ଷ ରୁ ଅନ୍ୟ ଦେବା ଦେବୀ ପୀଠରେ ଭକ୍ତ ମନେ ମନ୍ଦିର ଭିତରକୁ ନେଇ ଯେପରିକୋଭିଡ ଗାଇଡ ଲାଇନ ଅଛି ତାହା କୁ ରକ୍ଷା କରି ଏହି ଖୋଲା ଯାଉଥିବାରୁ ଭିଡ଼କୁ ଲକ୍ଷ କରାଯାଇ ଟ୍ରଷ୍ଟ ବୋର୍ଡ ମନ୍ଦିରରେ ମଧ୍ୟ ଭକ୍ତ ମାଙ୍କୁ ଦର୍ଶନ କରି ପାରିବୋ ମା ଙ୍କ ତରଫରୁ ଆବଶ୍ୟକ ପୋଲିସ ମୁତୟନ କରିବା ପାଇଁ ଟ୍ରଷ୍ଟ ମନ୍ଦିର ରେ ବିକ୍ରି ହେଉଥିବା ପ୍ରସାଦ କୁ ଭକ୍ତ ଙ୍କ ନିମନ୍ତେ ସମ୍ପୂର୍ଣ୍ଣ ବୋର୍ଡ ତରଫରୁ ଜିଲ୍ଲା ପ୍ରଶାସନକୁ ନିବେଦନ କରିଛନ୍ତି ୧୦ ବାରଣ କରାଯାଇଛି ।
ମନ୍ଦିର ଭିତରକୁ ପ୍ରବେଶ କରିବା ପୂର୍ବରୁ ବର୍ଷରୁ କମଶିଶୁଙ୍କୁ ମନ୍ଦିର ଦର୍ଶନ ପାଇଁ ବାରଣ କରାଯାଇଥିବା ସାନିଟାଇଜର ମାସ୍କ ଏବଂ ସାମାଜିକ ଦୂରତା କୁ ଗୁରୁତ୍ୱ ବେଳେ , ମାନସିକ ଧାରି ଚୂଳପକାଙ୍କୁ ମଧ୍ୟ ବନ୍ଦ କରାଯିବ ଦେଇଛି ମନ୍ଦିର ଟ୍ରଷ୍ଟ ବୋର୍ଡ ଏଥ୍ୟ ସହିତ ବର୍ତ୍ତମାନ ପର୍ଯ୍ୟଟନ ବୋଲି ମନ୍ଦିର ଟ୍ରଷ୍ଟ ବୋର୍ଡ ର ସଭାପତି ଏହି ପ୍ରେସ ମିଟରେ ସୂଚନା ଦେଇଥିଲେ