ଭୁବନେଶ୍ୱର ୧ ଡିସେମ୍ବର ୨୦୧୯ : ବିଶ୍ୱଏଡସ ଦିବସ ଅବସରରେ ରାଜ୍ୟର ଏକ ନମ୍ବର ଦକ୍ଷତା ବିକାଶ ପ୍ରଶିକ୍ଷଣ ସଂସ୍ଥା ଆବେୱେଷ୍ଟ ସର୍ଭିସେସ୍‌ ପକ୍ଷରୁ ଲୁମ୍ବିନ ବିହାରସ୍ଥିତ ନିଜ ଅନୁଷ୍ଠାନ ପରିସରରେ ଏକ ସଚେତନତା ମୂଳକ ଏକ ଆଲୋଚନା ଚକ୍ରଆୟୋଜନ କରାଯାଇଛି । ଏଡ୍‌ସ ପାଇଁ ଦୀର୍ଘ ଦିନ ପାଇଁ କାମକରୁଥିବା“ସାଥୀ” ନାମକ ସଂସ୍ଖାର ସହମିଳିତ ସହଯୋଗରେ ଅନୁଷ୍ଠାନରର୧୦୦ ରୁ ଅଧିକ ଛାତ୍ରଛାତ୍ରୀମାନେ ଯୋଗ ଦେଇ କାର୍ଯକ୍ରମକୁୁ ସଫଳକରିଥିଲେ ।ଏହି ଆଲୋଚନା ଚକ୍ରରେ ସାଥୀର ସହ ନିର୍ଦେଶକ ବିଶ୍ୱଭୂଷଣ ନାୟକମୁଖ୍ୟ ଅତିଥିଏବଂସୁଦେଶନାସ୍ୱାଇଁ ସମ୍ମାନୀତ ଅତିଥି ଭାବରେଭାବରେଯୋଗ ଦେଇଥିଲେ । ଡଐଙସର୍ଭେ ଅନୁସାରେବିଶ୍ୱରେ ୨୦୧୮ ବର୍ଷରେ ୭୭୦୦୦ ଲୋକମୃତ୍ୟୁବରଣକରିସାରିଛନ୍ତି । ବିଶ୍ୱସ୍ଥରରେସଚେତନତାଏବଂବିଭିନ୍ନ ପ୍ରୟାସଯୋଗୁଁ ୨୦୦୦ ରୁ ୨୦୧୮ ମଧ୍ୟରେଏଚଆଇଭିସଂକ୍ରମଣରେ ୩୭% ଏବଂଏଚଆଇଭିରେମୃତ୍ୟୁରେ ୪୫% ହ୍ରାସଘଟିଛି ।ଏଚଆଇଭି ପରିମହାମରିରେଗ୍ରସିତ ଦେଶ ମାନଙ୍କ ମଧ୍ୟରେ ଆଫ୍ରିକା ,ନାଇଜେରିଆ ପରେଭାରତତୃତୀୟସ୍ଥାନରେ ଅଛି । ଅନ୍‌ଏଡସ୍ ନାମକସଂସ୍ଥାରସର୍ଭେ ଅନୁସାରେ ଦେଶରେ ପାଖାପାଖି୨୧ ଲକ୍ଷଏଚଆଇଭିରେ ସଂକ୍ରମିତଲୋକ ଅଛନ୍ତି ।
“ଓଡିଶାରସ୍ଥିତି ମଧ୍ୟଏହିବିଗତ ୪ ବର୍ଷରେଓଡିଶାରେ ୧୩୨୧୮ ଜଣ ଏଚଆଇଭି ପଜିଟିଭଚିହ୍ନଟ ହୋଇଛନ୍ତିା ରାଜ୍ୟରେ ଏଡ୍‌ସରୋଗୀଙ୍କ ସଂଖ୍ୟା ଆନୁପାତିକଭାବରେକମୁଛି । ଜାତୀୟହାର ୦.୨୨ ପ୍ରତିଶତ ଥିଲାବେଳେଓଡିଶାରେଏହା ୦.୧୩ ପ୍ରତିଶତରହିଛ”ିବୋଳିସୁଦେଶନାସ୍ୱାଇଁଛାତ୍ରଛାତୀମାନଙ୍କୁକହିଥିଲୋ
“ଆଜିର ସମାଜରେ ଏବେବିଏଡସ୍‌ବିକ୍ଷୟରେବିଭିନ୍ନଭ୍ରାନ୍ତ ଧାରଣ ଅଛି ,ତାକୁ ଦୂରକରିବାରସମୟ ଆସିଯାଇଛି । ଯଦି ଭାରତକୁଏଡସ୍‌ମୁକ୍ତକରିବାର ଅଛି ,ଆମକୁ ମାନସିକ ସ୍ତରରେ ନିଜେ ସଚେତନ ହେବାସହ ଅନ୍ୟମାନଙ୍କୁ ଜାଗୃତ କରିବାକୁ ହେବା ଭେଦଭାବକୁ ଦୂରକରିବାକୁ ପଡିବାସୁସ୍ଥସମାଜ ଗଠନ କରିବାକୁହେବାତେବେ ଯାଇଏଡସ୍‌ମୁକ୍ତବିଶ୍ୱ ସ୍ୱପ୍ନ ସାକାରହୋଇପାରିବ”ବୋଲି“ସାଥୀ“ ସହ ନିର୍ଦେଶକତଥା ମୁଖ୍ୟ ଅତିଥି ବିଶ୍ୱଭୂଷଣ ନାୟକକହିଥିଲୋ
“ଏବେ ପର୍ଯ୍ୟନ୍ତ ଏଚଆଇଭି ର କୈଣସିଓøଷଧ ବାହାରିନାହିଁ । ତେବେ ଆମେସଚେତନ ହୋଇପାରିଲେହିଁଏଡ୍‌ସକୁରୋକିପାରିବା । ଏଡ୍‌ସସହଲଢିବା ପାଇଁମାନବିକତାଏବଂମଣିଷପଣିଆଚିନ୍ତାଧାରା ନିହାତୀଜରୁରୀା ଏଡସ୍‌ସଚେତନତା ପାଇଁଆବେୱେଷ୍ଟସର୍ଭିସେସ୍‌ପକ୍ଷରୁ ପ୍ରତିବର୍ଷଏହିପରିକାର୍ଯ୍ୟକ୍ରମକରିଆସୁଛି” ବୋଲିଆବେୱେଷ୍ଟସର୍ଭିସେସ୍ ପ୍ରାଇଭେଟଲିମିଟେଡ ପ୍ରତିଷ୍ଠାତା ତଥା ପରିଚାଳନା ନିର୍ଦ୍ଦେଶକ ପ୍ରଫେସର ପୃଥୀରାଜ ଦାସକହିଥିଲୋ
ଏହିକାର୍ଯ୍ୟକ୍ରମରେଏଡ୍‌ସ/ଏଚଆଇଭି ସମ୍ବନ୍ଧୀୟବିଭିନ୍ନତଥ୍ୟ ଉପସ୍ଥାପନା ସହଛାତ୍ରଛାତ୍ରୀମାନଙ୍କବିଭିନ୍ନ ପ୍ରଶ୍ନରଉତର ଦେଇଥିଲେ । ଏଡ୍‌ସ /ଏଚଆଇଭିବିଭିନ୍ନଭ୍ରାନ୍ତ ଧାରଣା ଦୂରକରିଥିଲୋଏଡସରବିଭିନ୍ନ ଦିଗଉପରେଅତିଥିମାନେ ଆଲୋକପାତକରିବାସହ ଏକ ସୁସ୍ଥସମାଜ ଗଠନ କରିବାଉପରେ ଯୁବସମାଜକୁ ଆଗକୁ ଆସିବା ପାଇଁ ଆହ୍ୱାନ କରିଥିଲେ ।

LEAVE A REPLY

Please enter your comment!
Please enter your name here