nalco

ଭୁବନେଶ୍ୱର : ଭୁବନେଶ୍ୱରରେ ପଞ୍ଚଦଶ ଅର୍ଥ କମିଶନଙ୍କ ବୈଠକ। ଅଧ୍ୟକ୍ଷ ନନ୍ଦକିଶୋର ସିଂଙ୍କ ଅଧ୍ୟକ୍ଷତାରେ ୧୭ ଜଣିଆ ଟିମ୍ ବିଭିନ୍ନ ବର୍ଗର ବ୍ୟକ୍ତି ବିଶେଷଙ୍କୁ ଭେଟି ଆଲୋଚନା କରୁଛନ୍ତି କମିଶନ।

ପ୍ରଥମେ ବିଭିନ୍ନ ପଞ୍ଚାୟତିରାଜ, ପୌର ପ୍ରତିନିଧିଙ୍କ ସହ ଆଲୋଚନା କରିଛନ୍ତି। ପଞ୍ଚାୟତ ଓ ପୌର ପରିଷଦ ସ୍ତରରେ ବିକାଶ ନେଇ ମତ ଲୋଡିଛନ୍ତି। ଏହାପରେ  କମିଶନ ବିଭିନ୍ନ ଶିଳ୍ପ ସଂସ୍ଥା ଓ ଚ୍ୟାମ୍ବର୍ସ ଅଫ୍‌ କମର୍ସ, ବ୍ୟବସାୟୀ ସଂଘର ପ୍ରତିନିଧିଙ୍କୁ ଭେଟିଛନ୍ତି। ଏଥିସହ ରାଜନୈତିକ ଦଳର ପ୍ରତିନିଧିଙ୍କ ସହ ମଧ୍ୟ କମିଶନଙ୍କ ଆଲୋଚନା କାର୍ଯ୍ୟକ୍ରମ ରହିଛି।

 

LEAVE A REPLY

Please enter your comment!
Please enter your name here