ଭୁବନେଶ୍ୱର : ଆସନ୍ତା ୩ ତାରିଖ ଠାରୁ ଅନୁଗୁଳ ଜିଲ୍ଲାରେ ଥିବା ସାତକୋଶିଆ ଅଭୟାରଣ୍ୟ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ । ପକ୍ଷୀ ଏବଂ କୁମ୍ଭୀର ଗଣନା ପାଇଁ ଅଭୟାରଣ୍ୟକୁ ୧୦ ଦିନ ଲାଗି ବନ୍ଦ ରଖିବାକୁ ନିଷ୍ପତି ହୋଇଛି । ଦୀର୍ଘ ୨୨ ମାଇଲ ପରିସୀମା ମଧ୍ୟରେ ଗଣନା କରାଯିବ । ଏହି ଗଣନା କରିବାକୁ ୫୨ ଜଣ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି । ଏଥିପାଇଁ ୧୩ ଟି ଗ୍ରୁପ୍ ଓ ୧୩ଟି ଡଙ୍ଗା ପ୍ରସ୍ତୁତ କରଯାଇଛି ।

LEAVE A REPLY

Please enter your comment!
Please enter your name here