ଭୁୁବନେଶ୍ୱର : ଆସନ୍ତା ୨୨ ତାରିଖ ଦିନ ବିଧାନସଭା ଅଧିବେଶନ ସରକାରୀ ଦିବସ ଭାବେ ଧାର୍ଯ୍ୟ ହୋଇଥିଲେ ହେଁ କାର୍ଯ୍ୟ ପରାମର୍ଶଦାତା କମିଟି ବୈଠକର ନିଷ୍ପତି କ୍ରମେ ଉକ୍ତ ଦିନ ଗୃହ ବନ୍ଦ ରହିବ । ତେବେ ଉକ୍ତ ଦିନରେ ଆଲୋଚନା ହେବାକୁ ଥିବା ପ୍ରଶ୍ନ ଗୁଡିକର ଉତର ଗୃହରେ ଉପସ୍ଥାପିତ ହେବ ବୋଲି ବାଚସ୍ପତି ଶ୍ରୀ ପ୍ରଦୀପ କୁମାର ଅମାତ୍ ଘୋଷଣା କରିଛନ୍ତି । ସେହିପରି ୨୩ ତାରିଖ ରାସ ପୂର୍ଣ୍ଣିମା ପାଇଁ ଗୃହ ବନ୍ଦ ରହିବ । ୨୪ ତାରିଖ ପୂର୍ବାହ୍ନ ପର୍ଯ୍ୟନ୍ତ ଗୃହ ମୁଲତବୀ ରହିଲାବୋଲି ବାଚସ୍ପତି ସୂଚନା ଦେଇଥିଲେ ।

Loading...

LEAVE A REPLY

Please enter your comment!
Please enter your name here