nalco

ଭୁବନେଶ୍ୱର, ୧୧ ଜାନୁଆରୀ – ୨୦୧୯ ନିର୍ବାଚନରେ ହାତ ଚିହ୍ନରେ ମୁଁ ଲଢିବି । ଅନ୍ୟ କୌଣସି ଦଳକୁ ଯିବାର ପ୍ରଶ୍ନ ଉଠୁନାହିଁ ବୋଲି କଂଗ୍ରେସର କାର୍ଯ୍ୟକାରୀ ସଭାପତି ନବ ଦାସ ପ୍ରକାଶ କରିଛନ୍ତି । ସଚିବାଳୟ ଠାରେ ସାମ୍ବାଦିକ ମାନଙ୍କର ଏସମ୍ପର୍କିତ ପ୍ରଶ୍ନର ଉତରରେ ସେ ଏହା କହିଛନ୍ତି । ତାଙ୍କସମ୍ପର୍କରେ ଯେଉଁ ଚର୍ଚ୍ଚା ହେଉଛି ତାହ ଠିକ୍ ନୁହେଁ ବୋଲି ସେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here