ଭୁବନେଶ୍ୱର : ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗର ନୂତନ ସଚିବ ଭାବେ ସଂଜୟ ସିଂଙ୍କୁ ନିଯୁକ୍ତି ଦିଆଯାଇଛି । ହେମନ୍ତ ଶର୍ମାଙ୍କ ସ୍ଥାନରେ ତାଙ୍କୁ ନିଯୁକ୍ତି ଦିଆଯାଇଛି । ଶ୍ରୀ ସିଂ ଇଡ଼ିକଲ ଅଧ୍ୟକ୍ଷ ଏବଂ ଦକ୍ଷତା ବିକାଶ ଦାୟିତ୍ୱରେ ମଧ୍ୟ ଅଛନ୍ତି । ଶ୍ରୀ ଶର୍ମା ଉକ୍ତ ବିଭାଗର ଅତିରିକ୍ତ ଦାୟିତ୍ୱରେ ଥିଲେ ।

Loading...

LEAVE A REPLY

Please enter your comment!
Please enter your name here