ଭୁବନେଶ୍ୱର : ବିଜେପି ଦଳରେ ସଦ୍ୟ ଯୋଗ ଦେଇଥିବା ପୂର୍ବତନ ମହିଳା ଆଇଏଏସ ଅଫିସର ଅପରାଜିତା ଷଡ଼ଙ୍ଗୀ ଆଜି ପୁରୀ ଯାଇ ଶ୍ରୀଜୀଉ ମାନଙ୍କର ଦର୍ଶନ କରିବା ସହ ତାଙ୍କର ଆଶୀର୍ବାଦ ଭିକ୍ଷା କରିଥିଲେ । ପରେ ପରେ କାକଟପୁର ଯାଇ ମା ମଙ୍ଗଳାଙ୍କୁ ଦର୍ଶନ କରି ଅନୁରପୂ ଭାବେ ଆଶୀର୍ବାଦ ଭିକ୍ଷା କରିଥିଲେ । ଉଭୟ ସ୍ଥାନରେ ବିଜେପିର କର୍ମୀମାନେ ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦେଇଥିଲେ ।

Loading...

LEAVE A REPLY

Please enter your comment!
Please enter your name here