ଶୀତ ଦିନେ ଥଣ୍ଡାରୁ ରକ୍ଷା ପାଇବା ଓ ଷ୍ଟାଇଲିସ୍‌ ଦିଶିବା ଆଦୌ ସହଜ ନୁହେଁ । ଝିଅମାନେ ବିଭିନ୍ନ ଡିଜାଇନ୍‌ ସେ୍ୱଟର, ଜ୍ୟାକେଟ୍‌, ସଲ୍‌ ଆଦି ବ୍ୟବହାର କରନ୍ତି । ଅଧିକ ଷ୍ଟାଇଲିସ୍‌ ଓ କୁଲ୍‌ ଲୁକ୍‌ ଚାହୁଁଥିଲେ ଟ୍ରାଏ କରନ୍ତୁ ଓଭର୍‌ କୋଟ୍‌ । ଓଭର୍‌ କୋଟ୍‌ର ଭଳିକି ଭଳି କଲେକ୍ସନ୍‌ ବଜାରରେ ରହିଛି । ଡ୍ରେସ୍‌ ତଥା ଜିନ୍ସରେ ଏହାକୁ କ୍ୟାରି କରିପାରିବେ । ଡେନିମ୍‌ ତଥା ଫ୍ଲୋରାଲ୍‌ ପ୍ରିଣ୍ଟ୍‌ ଓଭରକୋଟ୍‌ ଚାହିଦା ଅଧିକ । ଜିନ୍ସ ଓ ଟି-ସାର୍ଟ ସହିତ ଓଭରକୋଟ୍‌ ପେୟାର୍‌ କରନ୍ତୁ ତା’ସହ ବୁଟ୍‌ କ୍ୟାରି କରନ୍ତୁ ।

LEAVE A REPLY

Please enter your comment!
Please enter your name here