nalco

ଭୁବନେଶ୍ୱର,୦୭ ଜାନୁଆରୀ – ରାଜକନିକାସ୍ଥିତ ଭିତରକନିକା ଅଭୟାରଣ୍ୟରେ ପକ୍ଷୀ ଗଣନା କାର୍ଯ୍ୟ ଶେଷ ହୋଇଛି । ଗତବର୍ଷ ଅପେକ୍ଷା ଏବର୍ଷ କମ୍ ପ୍ରଜାତିର କମ୍ ସଂଖ୍ୟକ ପକ୍ଷୀ ଆସିଛନ୍ତି । ଗତବର୍ଷ ୧ ଲକ୍ଷ ୧୨ ହଜାର ୯୭୩ ଟି ପକ୍ଷୀ ଆସିଥିବା ବେଳେ ଚଳିତ ବର୍ଷ ୧ ଲକ୍ଷ ୯ ହଜାର ୫୯ଟି ଆସିଛନ୍ତି । ଗତଥର ୮୨ ଟି ପ୍ରଜାତିର ପକ୍ଷୀ ଚିହ୍ନଟ ହୋଇଥିବା ବେଳେ ଏଥର ମାତ୍ର ୭୪ ପ୍ରଜାତିର ପକ୍ଷୀ ଚିହ୍ନଟ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here