ଭୁବନେଶ୍ୱର: ମୁମ୍ବାଇରେ ୭ରୁ ୧୫ ତାରିଖ ପର୍ଯ୍ୟାନ୍ତ ଆୟୋଜିତ ହେବାକୁଥିବା ଦ୍ୱିତୀୟ ଖେଲୋ ଇଣ୍ଡିଆ ୟୁଥ୍‌ ଗେମ୍ସ ନିମନ୍ତେ ରାଜ୍ୟ ହକି ରେଫରୀ ନିଶାନଜ୍ୟୋତି ମହାନ୍ତି ଟେକ୍ନିକାଲ ଅଫିସିଆଲ ମନୋନୀତ ହୋଇଛନ୍ତି । ସେ ୫ରୁ ୧୬ ତାରିଖ ପର୍ଯ୍ୟନ୍ତ ଉପସ୍ଥିତ ରହିବେ ବୋଲି ହକି ଇଣ୍ଡିଆକୁ ସହମତି ଜଣାଇଛନ୍ତି । ଏହି ପ୍ରତିଯୋଗିତା ମହେନ୍ଦ୍ର ହକି ଷ୍ଟାଡିୟମ୍‌ରେ ଖେଳାଯିବ । ହକି ଓଡ଼ିଶା ସମ୍ପାଦକ ପ୍ରତାପ ଶତପଥୀ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

LEAVE A REPLY

Please enter your comment!
Please enter your name here