ଭୁବନେଶ୍ୱର, ୧୦ ଜାନୁଆରୀ – ମୁଖ୍ୟମନ୍ତ୍ରୀଙ୍କ ନିଜ ଜିଲା ଗଞ୍ଜାମରେ ଜଣେ •ଷୀଙ୍କୁ ଧାନମଣ୍ଡିରେ ମାଡ ମରା ଯିବା ଘଟଣାରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି କଂଗ୍ରେସ ରାଜ୍ୟ ସଭାପତି ନିରଂଜନ ପଟ୍ଟନାୟକ । ଶ୍ରୀ ପଟ୍ଟନାୟକ ଏହି ଘଟଣା ଉପରେ ଗଲା ଏହି ଘଟଣା ଉପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରି ଟ୍ୱିଟ କରିଛନ୍ତି ।
ଶ୍ରୀ ପଟ୍ଟନାୟକ ଟ୍ୱିଟ କରି କହିଛନ୍ତି ଯେ ମୁଖ୍ୟମନ୍ତ୍ରୀଙ୍କ ଗୃହ ଜିଲ୍ଲା ଗଞ୍ଜାମରେ •ଷୀ ଏବେ କେବଳ ଏଥିପାଇଁ ମାଡ ଖାଇଲେ ଯେ, ସେମାନେ ତାଙ୍କର କୃଷି ଉତ୍ପାଦ କୁ ବିକ୍ରୀ କରିବାକୁ •ହୁଁଥିଲେ । ବିଜେଡି •ଷୀ ମାନଙ୍କୁ ଦୁଇଟି ବିକଳ୍ପ ଦେଉଛି । ଗୋଟିଏ ହେଲା ଯଦି ଋଣଭାରରେ ଅଛ ତେବେ ଆତ୍ମହତ୍ୟା କର ବା ଉତ୍ପାଦର ମୂଲ୍ୟ ସଠିକ ମାଗିବ ତାହାହେଲେ ପିଟା ଖାଇବ ।

LEAVE A REPLY

Please enter your comment!
Please enter your name here