ପୁନେ: ଟାଟା ଓପନ ଟେନିସ୍‌ ଟୁର୍ଣ୍ଣାମେଣ୍ଟର ପୁରୁଷ ଡବଲ୍ସରେ ରୋହନ ବୋପାନ୍ନା ଓ ଦୀଭିଜ୍‌ ଶରଣଙ୍କ ଯୋଡି ଚାମ୍ପିଅନ୍‌ ହୋଇଛି । ଶନିବାର ଟାଇଟଲ ମୁକାବିଲାରେ ବୋପାନ୍ନା-ଶରଣ ୬-୩, ୬-୪ ସେଟ୍‌ରେ ବ୍ରିଟିସ୍‌ ଯୋଡି ଲୁକେ ବାମ୍ବ୍ରିଜ୍‌-ଜନି ଓମାରାଙ୍କୁ ହରାଇଥିଲେ । ଭେଟରାନ ବୋପାନ୍ନା କ୍ୟାରିୟରର ୧୮ତମ ଏଟିପି ଟୁର୍‌ ଟାଇଟଲ ଜିତିଛନ୍ତି ।

LEAVE A REPLY

Please enter your comment!
Please enter your name here