ଭୁବନେଶ୍ୱର : ବାଲେଶ୍ୱର ବସ୍ ଷ୍ଟାଣ୍ଡ ନିକଟରେ ଜାଲ୍ ନୋଟ୍ କାରବାର ଅଭିଯୋଗରେ ୩ ଜଣଙ୍କୁ ପୋଲିସ୍ ଗିରଫ କରିବାସହ କିଛି ଜାଲ୍ ନୋଟ୍ ଜବତ୍ କରିଛି । ସହଦେବଖୁଂଟା ପୋଲିସ ଚଢାଉ କରିଥିଲା । ତେବେ ଗିରଫ ୩ ଜଣଙ୍କ ସମ୍ପର୍କରେ ଜଣାପଡିନାହିଁ ।

Loading...

LEAVE A REPLY

Please enter your comment!
Please enter your name here