କେନ୍ଦ୍ରାପଡ଼ା, ୧୦ ଜାନୁଆରୀ : କେନ୍ଦ୍ରାପଡା ମୁଖ୍ୟ ଡାକଘରେ ପାସପୋର୍ଟ ସେବା ଖୁବ୍ ଶିଘ୍ର ପାସପୋର୍ଟ ସେବା ଆରମ୍ଭ ହେବାକୁ ଯାଉଛି । ଚଳିତ ମାସ ୧୫ ତାରିଖ ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅନ୍ଲାଇନ୍ରେ ଏହି ସେବାକୁ ଉଦ୍ଘାଟନ କରିବେ । ବିଦେଶକୁ ଯିବା ପାଇଁ ଇଚ୍ଛୁକ ବ୍ୟକ୍ତିମାନେ ପାସପୋର୍ଟ ପାଇଁ ଅନ୍ ଲାଇନ୍ ରେ ଆବେଦନ କରି କେନ୍ଦ୍ରାପଡା ଡାକଘରେ ପାସପୋର୍ଟ ସେବା କେନ୍ଦ୍ରରେ ପହଁଚି ନିଜର ପ୍ରମାଣପତ୍ର ଯାଂଚ କରାଇବା ସହ ପାସପୋର୍ଟ ପାଇପାରିବେ । କେନ୍ଦ୍ରାପଡାରେ ଏହି ସେବା ଲାଗୁ ହେବା ଫଳରେ ଭୁବନେଶ୍ୱର ଯିବାକୁ ପଡିବ ନାହିଁ ବୋଲି ମୁଖ୍ୟ ଡାକପାଳ ନୃସିଂହ ଚରଣ ମିଶ୍ର ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here