ଗଞ୍ଜାମ : ଆଜି ଗୋଟିଏ ଗାଡ଼ିରେ ୧୦ ଗୋରୁ ଚାଲାଣ କରାଯାଉଥିବାବେଳେ ବ୍ରହ୍ମପୁର ଗୋସାଣୀ ନୂଆଗାଁ ନିକଟରେ ବଜରଙ୍ଗ ଦଳର କର୍ମୀମାନେ ଗାଡ଼ିକୁ ଅଟକାଇ ପୁଲିସର ଜିମା ଦେଇଥିଲେ । ଗୋସାଣୀ ନୂଆଗାଁ ପୁଲିସ ଗୋରୁ ବୋଝେଇ ଟ୍ରକକୁ ଜବତ କରିବା ସହ ଟ୍ରକ ଡ୍ରାଇଭରଙ୍କୁ ମଧ୍ୟ ଅଟକ ରଖି ତଦନ୍ତ ଜାରି ରଖିଛି । ଏହି ଘଟଣାକୁ କେନ୍ଦ୍ରକରି ବ୍ରହ୍ମପୁରରେ ଉତେଜନା ସୃଷ୍ଟି ହେବାରେ ଲାଗିଛି ।

Loading...

LEAVE A REPLY

Please enter your comment!
Please enter your name here