ଭୁବନେଶ୍ୱର: ୧୯୭୫ ମସିହା ହକି ବିଶ୍ୱକପ୍‌ ବିଜୟୀ ଭାରତୀୟ ଦଳକୁ ଏକ ବିଶେଷ ସଂଗୀତ ସମର୍ପିତ କରାଯାଇଛି । କେରଳର କାଲିକଟ ସ୍ଥିତ ମାଲାବର ଖ୍ରୀଷ୍ଟିଆନ୍‌ କଲେଜର ଇତିହାସ ବିଭାଗ ମୁଖ୍ୟ ପ୍ରଫେସର ବଶିଷ୍ଟଙ୍କ ଲିଖିତ ଏହି ଗୀତ ମ୍ୟାଜିସିଆନ୍ସ ଅଫ କ୍ୱାଲାଲମ୍ପୁର’କୁ ତାଙ୍କର ଦୁଇ ଛାତ୍ର ସାଇ ଗିରିଧର ଓ ସୁପର୍ଣ୍ଣା ସ୍ୱର ଦେଇଛନ୍ତି । ଏହି ସଂଗୀତ ଗୁରୁଶିଷ୍ୟପରମ୍ପରା ଏକ hଳନ୍ତ ଉଦାହରଣ । ଏହା ସେଇ ବିଜେତା ମାନଙ୍କୁ ସମର୍ପିତ ବୋଲି ହକି ବିଶ୍ୱକପ ଅବସରରେ ଭୁବନେଶ୍ୱର ଅସିଥିବା ବଶିଷ୍ଟ କହିଛନ୍ତି ।

Loading...

LEAVE A REPLY

Please enter your comment!
Please enter your name here