ସମସ୍ତଙ୍କୁ ଜଣାଥାଏ ପାହାଡ ସାଧାରଣତଃ ମାଟି,ପଥରର ମିଶ୍ରଣରୁ ଉପିତି
ହୋଇଥାଏ । କିନ୍ତୁ ଆଜି ଆମେ ଏକ ଏପରି ପାହାଡ ସମ୍ପର୍କରେ ଜଣାଇବୁ ଯାହା
ବିଷୟରେ ଶୁଣି ଆପଣ ଆଶ୍ଚର୍ଯ୍ୟ ହେବେ । ହଂକଂର ପଶ୍ଚିମ ଦିଗରେ ‘ପୋଖ ଫୁ
ଲାମ’ ନାମକ ଏହି ସ୍ଥାନ ଅଛି । ଏହା ହେଉଛି କବର ପାହାଡ । ଅନେକ କବରରେ
ଏହି ପାହାଡ ତିଆରି ହୋଇଛି । ବର୍ଷ ବର୍ଷ ଧରି ଅନେକ କବରରେ ଏହି ପାହାଡ
ତିଆରି ହୋଇଛି । ଏଠାରେ ଅନେକ ମୃତଦେହକୁ କବର ଦିଆଯାଇଛି । ଏଠି
ଗୋଟିଏ କବରରୁ ଆଉ ଏକ କବରକୁ ଯିବା ପାଇଁ ସିଢ଼ିର ସହାର୍ଯ୍ୟ ଯିବାପାଇଁ
ପଡିଥାଏ । ସୁଚନାଅନୁସାରେ ଏହି କବର ୧୮୮୨ ମସିହାରେ ତିଆରି
କରାଯାଇଥିଲା । ସେବେଠାରୁ ଅନେକ ମୃତଦେହ ଏଠାରେ କବର ଦିଆଯାଏ ।

Loading...

LEAVE A REPLY

Please enter your comment!
Please enter your name here