nalco

୩ ତାରିଖରୁ ଆରମ୍ଭ ହେବାକୁଯାଉଥିବା ସିଡିନୀ ଚତୁର୍ଥ ଦଳ ନିମନ୍ତେ ଅଷ୍ଟ୍ରେଲିଆ ଦଳରେ ତାରକା ଅଲ୍‌ରାଉଣ୍ଡର ମାର୍ନସ ଲାବୁସ୍‌ଚାନେଙ୍କୁ ସାମିଲ କରାଯାଇଛି । ପୂର୍ବରୁ ସେ ପାକିସ୍ତାନ ବିପକ୍ଷରେ ଦୁଇଟି ମ୍ୟାଚ୍‌ ଖେଳି ଅନ୍ତର୍ଜାତୀୟ ଟେଷ୍ଟ କ୍ୟାରିୟର ଆରମ୍ଭ କରିଥିଲେ । ୮୧ ରନ୍‌ ସାଙ୍ଗକୁ ୭ ୱିକେଟ୍‌ ଅକ୍ତିଆର କରିଥିଲେ । ଏହି ଗୋଟିଏ ପରିବର୍ତ୍ତନ ବ୍ୟତୀତ ସିଡିନୀ ଟେଷ୍ଟ ପାଇଁ ଅଷ୍ଟ୍ରେଲିଆ ଦଳ ଅପରିବର୍ତ୍ତିତ ରହିଛି ।
ଅଷ୍ଟ୍ରେଲିଆ ଟମ୍‌: ଟିମ୍‌ ପାଇନ୍‌, ଜୋଶ ହାଜଲେଉଡ, ମିଚେଲ ମାର୍ସ, ପାର୍ଟ କୁମିନ୍ସ, ଆରୋନ ଫିଞ୍ଚ, ପିଟର ହ୍ୟାଣ୍ଡସ୍‌କମ୍‌, ମାର୍କସ୍‌ ହାରିସ୍‌, ଟ୍ରେଭିସ୍‌ ହେଡ, ଉସ୍ମାନ ଖ୍ୱାଜା, ନାଥନ ଲିଆନ୍‌, ସନ ମାର୍ସ, ପିଟର ସିଡଲି, ମିଚେଲ ଷ୍ଟାର୍କ ଓ ମାର୍ନସ୍‌ ଲାବୁସ୍‌ ଚାନେ ।

LEAVE A REPLY

Please enter your comment!
Please enter your name here